ପ୍ରମୂଖ ଖବର
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ମିଥୁନ ରାଶିରେ ଚନ୍ଦ୍ରଙ୍କ ପ୍ରବେଶ; ଏହି ୩ଟି ରାଶି ପାଇଁ ଆରମ୍ଭ ହେଲା ଶୁଭ ଦିନ

Published By : Harapriya Sethi | August 20, 2025 6:45 AM

ଜ୍ୟୋତିଷ ଶାସ୍ତ୍ରରେ ପଞ୍ଚାଙ୍ଗ ଅନୁସାରେ ଚନ୍ଦ୍ର ୧୮ଅଗଷ୍ଟ ଦିନ ୨ଟା ୩୯ମିନିଟରେ ମିଥୁନ ରାଶିରେ ପ୍ରବେଶ କରିଛନ୍ତି । ତେବେ ଏହି ସମୟରେ କେଉଁସବୁ ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ ଚାଲନ୍ତୁ ଜାଣିବା ।

ମିଥୁନ ରାଶି: ମିଥୁନ ରାଶିରେ ଚନ୍ଦ୍ରଙ୍କ ଗମନ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ । ବ୍ୟକ୍ତିଗତ ଜୀବନରେ ଚାଲିଥିବା ସମସ୍ୟାର ଅନ୍ତ ହେବ ଏବଂ ଘରେ ଶାନ୍ତି ରହିବ । ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିପାରେ । ସମାଜର କଲ୍ୟାଣ ପାଇଁ କାମ କରୁଥିବା ଲୋକଙ୍କ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଟଙ୍କା ରୋଜଗାର କରିବାର ସବୁର୍ଣ୍ଣ ସୁଯୋଗ ମିଳିବ, ଯାହା ଆର୍ଥିକ ଅବସ୍ଥାକୁ ମଜବୁତ କରିବ ।

କନ୍ୟା ରାଶି: ଏହି ରାଶିର ଲୋକଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିବ, ଯାହା ସକାରାତ୍ମକ । ବିବାହିତ ବ୍ୟକ୍ତିମାନଙ୍କୁ ସେମାନଙ୍କର ଅଜାଣତରେ ହୋଇଥିବା ଭୁଲକୁ ସଂଶୋଧନ କରିବାର ସୁଯୋଗ ମିଳିବ । ଏହି ସପ୍ତାହରେ କନ୍ୟା ରାଶିର ବ୍ୟକ୍ତିମାନଙ୍କୁ ବ୍ୟବସାୟରେ ଆର୍ଥିକ ଲାଭ ମିଳିପାରେ । ଚାକିରି କରୁଥିବା ବ୍ୟକ୍ତିମାନେ ସେମାନଙ୍କ କ୍ୟାରିଅର ସହିତ ଜଡିତ କିଛି ଭଲ ଖବର ପାଇବେ । ବୟସ୍କଙ୍କୁ ମାନସିକ ଶାନ୍ତି ଅଭୁବନ ହେବ, ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡିବ ।

ବିଛା ରାଶି: ଚନ୍ଦ୍ରଙ୍କ ପ୍ରବେଶ ହେତୁ ବିଛା ରାଶି ପାଇଁ ଅତ୍ୟନ୍ତ ଖୁସିକର ହେବ । ବିବାହିତ ଲୋକଙ୍କୁ ବ୍ୟକ୍ତିଗତ କାମ ପାଇଁ ଦୌଡିବାକୁ ପଡିବ । ଶେଷରେ ଖୁସି ଖବର ପାଇବେ । ବ୍ୟବସାୟୀଙ୍କ କୁଣ୍ଡଳୀରେ ଟଙ୍କା ପାଇବାର ସହଜ ସମ୍ଭାବନା, କିନ୍ତୁ ସେମାନଙ୍କୁ ଟିକେ କଠନ ପରିଶ୍ରମ କରିବାକୁ ପଡିବ । ଚାକିରି କରିଥିବା ବ୍ୟକ୍ତିମାନଙ୍କୁ ଏକ ପ୍ରତିଷ୍ଠିତ କମ୍ପାନୀରେ କାମ କରିବାର ସୁଯୋଗ ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.