PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

୨୧ରେ ଚନ୍ଦ୍ରୟାନ-୨ ଉତକ୍ଷେପଣ

ନୂଆଦିଲ୍ଲୀ ୧୮/୦୭ :- ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ ଆସନ୍ତା ୨୧ ତାରିଖ  ଅପରାହ୍ମ କିମ୍ବା ୨୨ ତାରିଖ ଭୋର ସମୟରେ ହେବ ବୋଲି ସୂଚନା ମିଳିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଉତ୍‌ପ୍ରେକ୍ଷକ ବାହୁବଳୀ ବା ଜିଏସ୍‌ଏଲ୍‌ଭି ଏମ୍‌କେ ୩ରେ ରହିଥିବା ତ୍ରୁଟି ସଜାଡିବାରେ ବ୍ୟସ୍ତ ରହିଛି। ଏହି କାର୍ଯ୍ୟ ସମ୍ଭବତ ୨୦ ତାରିଖ ସୁଦ୍ଧା ସମ୍ପନ୍ନ ହୋଇଯିବା

ମିଳିଥିବା ଖବର ମୁତାବକ ଜୁଲାଇ ୨୧ କିମ୍ବା ୨୨ ତାରିଖରେ  ଚନ୍ଦ୍ରାୟନ-୨ ଉତକ୍ଷେପଣ ଲାଗି ଜୋରଦାର ପ୍ରୟାସ ଚାଲିଛି। ଇଞ୍ଜିନିୟମାନେ ବାହୁବଳୀରେ ରହିଥିବା ତ୍ରୁଟିକୁ ସଜାଡିୁଛନ୍ତି। ଇସ୍ରୋ ଭାବୁଥିଲା ଜୁଲାଇ ୨୨ରେ ଚନ୍ଦ୍ରାୟନ-୨ ଲଞ୍ଚ କରିବ ବୋଲି. କିନ୍ତୁ ଏବେ ୨୧ ତାରିଖ ଅପରାହ୍ନ​‌ ଉପରେ ବି ନଜର ରଖାଯାଇଛି।

  ଇସ୍ରୋ ପକ୍ଷରୁ କୁହାଯାଇଛି ଚନ୍ଦ୍ରାୟନ-୨କୁ ମନମୁ୍‌ଖୀ ଭାବେ ଉତ୍‌କ୍ଷେପଣ କରାଯାଇ ପାରବ ନାହିଁ। ଯୋଜନା ମୁତାବକ ଏହାକୁ ପ୍ରକ୍ଷେପଣ କରାଯିବା ଦ୍ବାରା ରୋଭର୍‌ ପ୍ରଜ୍ଞାନ୍ ଚନ୍ଦ୍ରପୃଷ୍ଠରେ ଉପଯୁକ୍ତ ଭାବେ ଅଧ୍ୟୟନ କରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିପାରିବା ବୈଜ୍ଞାନିକଙ୍କ କହିବାନୁସାରେ ଚନ୍ଦ୍ରାୟନ-୨ ଚଳିତମାସ ମଧ୍ୟରେ ହିଁ ଉତ୍‌କ୍ଷେପଣ କରାଯିବା ଜରୁରି କାରଣ ଜୁଲାଇ ପରେ ଯଦି ଏହାକୁ ଉତ୍‌କ୍ଷେପଣ କରାଟଯାଏ, ତେବେ ଅଧିକ ଇନ୍ଧନ ଆବଶ୍ୟକ ପଡିବା