PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଅଜଣା ରୋଗ ନେଲା ୩ ମାସର ଶିଶୁର ଜୀବନ

ବରଗଡ, ୨୬।୭ ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ ଶୁକୁଲି ପାହାଡ଼ ଗାଁ ରେ ଅଜଣା ରୋଗରେ ୩ ମାସର ଶିଶୁର ଜୀବନ ଯାଇଛି। ଏଥିସହ ୫ ଜଣ ଗୁରୁତର ହୋଇଛନ୍ତି।

ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ ଶୁକୁଲି ପାହାଡ଼ ଗାଁରେ ଅଜଣା ରୋଗ ବ୍ୟାପିଛି। ଏଥିରେ ପ୍ରଥମେ ଜ୍ଵର ହେବା ସହ  ଦେହ ହାତ ବ୍ୟଥା ଓ  ମୁଣ୍ଡ ବୁଲେଇବା ପରି ଲକ୍ଷଣ ଦେଖା ଦେଉଛି। ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ୩ ମାସର ଶିଶୁର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ବୁର୍ଲା ବଡ଼ ମେଡିକାଲ ଦୁଇଜଣଙ୍କୁ ପଦ୍ମପୁର ଚିକିତ୍ସାଳୟ ଓ ଜଣଙ୍କୁ ବରଗଡ଼ ସ୍ଥିତ ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି।ତେବେ ଘଟଣା ବିଷୟରେ ଜାଣିବା ପରେ ଏକ ଡାକ୍ତରୀ ଟିମ ଉକ୍ତ ଗାଁରେ  ପହଞ୍ଚିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର