PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

କମିଶନରେଟ୍‌ ପୁଲିସ୍‌ରେ ବଡ ଧରଣର ଅଦଳ ବଦଳ

ଭୁବନେଶ୍ୱର – କମିଶନରେଟ୍‌ ପୁଲିସରେ ବଡ ଧରଣର ଅଦଳ ବଦଳ କରାଯାଇଛି । ବିଭିନ୍ନ ଥାନା ଅଧିକାରୀଙ୍କୁ ଅନ୍ୟ ଥାନାରେ ନିଯୁକ୍ତି ଦିଆଯାଇଛି ।
କିଶୋର ଚନ୍ଦ୍ର ପାଟଶାଣୀଙ୍କୁ କମିଶନରେଟ୍‌ ପୋଲିସ ହେଡ୍‌ କ୍ୱାଟର୍ସରୁ ଭୁବନେଶ୍ୱର ୟୁପିଡିକୁ ବଦଳି କରାଯାଇଛି ।

ସୁବାସ ଚନ୍ଦ୍ର ମହାନ୍ତିଙ୍କୁ କମିଶନରେଟ୍‌ କମିଶନରେଟ୍‌ ପୋଲିସ ହେଡ୍‌ କ୍ୱାଟର୍ସରୁ ଆଇବି ସେକ୍ସନକୁ ବଦଳି କରାଯାଇଛି ।
ଇନିସ୍‌ପେକ୍ଚର ଭରତ ଚରଣ ସାହୁଙ୍କୁ କମିଶନରେଟ୍‌ ପୋଲିସ ହେଡ୍‌ କ୍ୱାଟର୍ସରୁ କ୍ୟାପିଟାଲ ଥାନା ଆଇଆଇସି ଭାବା ନିଯୁକ୍ତି ଦିଆଯାଇଛି ।


ଇନିସ୍ପେକ୍ଟର ଶରତ କୁମାର ସାହୁଙ୍କୁ ନୟାପଲ୍ଲୀ ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି ।
ଇନିସ୍‌ପେକ୍ଟର ଯୁବରାଜ ସ୍ୱାଇଁଙ୍କୁ କମିଶନରେଟ୍‌ ପୋଲିସ ହେଡ୍‌ କ୍ୱାଟର୍ସରୁ ଚନ୍ଦ୍ରଶେଖରପୁର ଥାନାର ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି ।

ଇନିସ୍‌ପେକ୍ଟର ଅରୁଣ କୁମାର ସ୍ୱାଇଁଙ୍କୁ ନୟାପଲ୍ଲୀ ଥାନାରୁ ଖାରବେଳ ଥାନାର ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି ।
ଇନ୍‌ସିପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ କ୍ୟାପିଟାଲ୍‌ ଥାନାରୁ ଲକ୍ଷ୍ମୀସାଗର ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି ।
ଇନିସ୍‌ପେକ୍ଚର ଦୀରକ କୁମାର ମିଶ୍ରଙ୍କୁ କମିଶନରେଟ୍‌ ପୋଲିସ ହେଡ୍‌ କ୍ୱାଟର୍ସରୁ ଏୟାରଫିଲ୍ଡ ଥାନା ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି ।