PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

କମିଶନରେଟ ପୁଲିସରେ ଅଦଳବଦଳ, ଆଇପିଏସ୍ ଅନିରୁଦ୍ଧ ରାଉତରାୟଙ୍କୁ ସ୍ପେଶାଲ କ୍ରାଇମ ୟୁନିଟର ଏସିପି ଦାୟିତ୍ୱ

ଭୁବନେଶ୍ୱର, ୦୨/୪: କମିଶନରେଟ ପୁଲିସରେ ଛୋଟ ଧରଣର ଅଦଳବଦଳ ହୋଇଛି । ୪ ଏସିପି, ଜଣେ ଇନ୍ସପେକ୍ଟର, ୨ ଜଣ ଏସ୍‌ଆଇଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଜୋନ-୩ ଏସିପି ରଜତ ରାୟଙ୍କୁ ସିପି ହେଡକ୍ୱାର୍ଟର୍ସକୁ ପଠାଯାଇଛି । ଜୋନ-୨ ଏସିପି ଅନିରୁଦ୍ଧ ରାଉତରାୟଙ୍କୁ ସ୍ପେଶାଲ କ୍ରାଇମ ୟୁନିଟର ଏସିପି ଦାୟିତ୍ୱ ମିଳିଛି ।

ସ୍ପେଶାଲ କ୍ରାଇମ ୟୁନିଟରେ ଥିବା ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ ଜୋନ- ୨ ଦାୟିତ୍ୱ ଦିଆଯାଇଛି । ଏସିପି ପି. କେ ରାଉତ ଏବେ ଜୋନ-୩ ଦାୟିତ୍ୱ ସମ୍ଭାଳିବେ । ସିପି ହେଡକ୍ୱାର୍ଟର୍ସରେ ଥିବା ସନ୍ତୋଷ କୁମାର ଜେନାଙ୍କୁ ଆଇୟୁସିଏଡବ୍ଲୁକୁ ପଠାଯାଇଛି । ଏସଆଇ ଆଶିଷ କୁମାର ଦାସ, ଏସଆଇ ରାଧାକୃଷ୍ଣ ମହାନ୍ତିଙ୍କୁ କଟକ ୟୁପିଡିକୁ ବଦଳି କରାଯାଇଛି ।