ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ମଦ ଦୋକାନ ଫ୍ରାଞ୍ଚାଇଜ ନେବାକୁ ନେଇ ଗଣ୍ଡଗୋଳ, ୩ ଗୁରୁତର

Published By : Prameya | January 10, 2025 11:14 PM

ସୋର,୧୦/୧ : ବାହାନଗା ବଜାରରେ ୧୦ରୁ ଊର୍ଦ୍ଧ୍ବ ଲୋକଙ୍କ ଆକ୍ରମଣରେ ତିନି ଗୁରୁତର l ରାତି ୮ଟାରେ ବାରିକପୁର ସରକାରୀ ମଦ ଦୋକାନ ଫ୍ରାଞ୍ଚାଇଜ ନେବାକୁ କେନ୍ଦ୍ର କରି ବାହାନଗା ବଜାରରେ ଗୋଟିଏ ଗୋଷ୍ଠୀ ଖଣ୍ଡା ଭୁଜାଲି ଆକ୍ରମଣରେ ପଥରପେଣ୍ଠ ଗ୍ରାମର କାଳନ୍ଦୀ ସାହୁ, ପାଟଣା ଦେବlନନ୍ଦ ସାହୁ, ମାନସ ମହାପାତ୍ର ଗୁରୁତର l ଘଟଣାସ୍ଥଳରେ ଆକ୍ରମଣକାରୀଙ୍କ ଆକ୍ରମଣରେ ଗୋଟିଏ କାର ଭଙ୍ଗା ରୁଜା ହୋଇଛି l ସମସ୍ତ ଗୁରୁତର ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସମସ୍ତ ଆହତଙ୍କ ମୁଣ୍ଡରେ ଆଘାତ ଲାଗିଛି l 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.