ବାଣ ଭିଡୁଥିବାବେଳେ ବିସ୍ଫୋରଣ, ଜଣେ ଗୁରୁତର

ବାଲିପାଟଣା ୧୨/୩: ବାଣ ଭିଡୁଥିବାବେଳେ ବିସ୍ଫୋରଣ । ବାଲିଅନ୍ତା ବୁଦ୍ଧିପଡା ଗାଁରେ ଘଟିଛି ଏହି ଘଟଣା । ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହେବା ଫଳରେ ଲକ୍ଷ୍ମୀଧର ବେହେରା ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନନ୍ତର କରାଯାଇଛି । ଲକ୍ଷ୍ମୀଧର ବାଣ ଭିଡୁଥିବାବେଳେ ବିସ୍ଫୋରଣ ହୋଇଥିଲା ।