PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

ମିଳିଲା ଇଥୋପିୟା ବିମାନ ଦୁର୍ଘଟଣାର ବ୍ଲାକ ବକ୍ସ: ମୃତକଙ୍କ ମଧ୍ୟରେ ଜାତିସଂଘର ଭାରତୀୟ ପରାମର୍ଶଦାତା ଶିଖା ଗର୍ଗ

ନାଇରୋବି,୧୧।୩: ଇଥୋପିଆ ବିମାନ ଦୁର୍ଘଟଣାରେ ଗତକାଲି ବିମାନ କର୍ମଚାରୀ  ଓ ଯାତ୍ରୀଙ୍କ ସହିତ ମୋଯ ୧୫୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଇଥୋପିୟାନ ଏୟାର ଲାଇନ୍ସର ୪ ମାସ ପୂର୍ବେ କିଣା ଯାଇଥିବା ନୂଆ ବୋଇଂ ୭୩୭-୮୦୦ ବିମାନ ଉଡାଣ ଆରମ୍ଭ କରିବାର ମାତ୍ର ୬ ମିନିଟ୍ ପରେ ଦୁର୍ଘଟଣାର ଶିକାର ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ବିମାନର ଦୁଇଟି ବ୍ଲାକ ବକ୍ସ ମିଳିଛି। ଯେଉଁଥିରୁ ବିମାନ ଦୁର୍ଘଟଣାର କାରଣର ଜଣାପଡିବ। ବିମାନରେ ଭାରତ, ଚୀନ, ଆମେରିକା, ଇଟାଲି, ଫ୍ରାନ୍ସ, ବ୍ରିଟେନ ଓ ଇଜିପ୍ଟର ନାଗରିକ ମଧ୍ୟ ରହିଥିଲେ।

source:https://hindi.webdunia.com

ଇଥିଓପିଆରେ ବିମାନ ଦୁର୍ଘଟଣାରେ ଯେଉଁ ୪ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତ ସରକାରଙ୍କ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଜାତିସଂଘରେ ପରାମର୍ଶଦାତା ଭାବେ କାର୍ଯ୍ୟ
କରୁଥିବା ଶିଖା ଗର୍ଗ ।ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟୁଇଟ କରି ଆଜି ଏହି ସୂଚନା ଦେଇଛନ୍ତି।  ଶିଖା ଗର୍ଗଙ୍କ ସହ ଅନ୍ୟ ୩ ମୃତ ଭାରତୀୟ ହେଉଛନ୍ତି ବୈଦ୍ୟ ପନ୍ନାଗେଶ ଭାସ୍କର, ବୈଦ୍ୟ ହନସିନ ଅନ୍ନାଗେଶ ଏବଂ ନୁକଭାରପୁ ମନିଷା। ଶିଖାଙ୍କ ସହଯୋଗୀଙ୍କୁ ଏ ବାବଦରେ ସୂଚନା ଦେଇ ଦିଆଯାଇଥିବା ପରିବେଶ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଟୁଇଟ କରି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର