PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

ଆଇସିସି କ୍ରିକେଟ ବିଶ୍ବ କପ୍-୨୦୧୯ରେ ନଜର ଆସିବେ ଏହି ୫ ସୁନ୍ଦରୀ, ଜାଣନ୍ତୁ ଏମାନଙ୍କ ସମ୍ପର୍କରେ…

ଆଇସିସି  କ୍ରିକେଟ ବିଶ୍ବ କପ୍ ମେ ୩୦ରୁ ଆରମ୍ଭ ହେବାକୁ ଯାଉଛି। ଇଂଲଣ୍ଡରେ ହେବାକୁ ଥିବା ଏହି ମ୍ୟାଚରେ ବହୁ ବଡ ନାମୀଦାମୀ ଖେଳାଳୀ ନିଜର ଜଲଓ୍ବା ଦେଖାଇବେ। ଏମାନଙ୍କ ସହିତ ଆଉ ୫ଜଣ ସୁନ୍ଦରୀ ମଧ୍ୟ ମହାକୁମ୍ଭରେ ନିଜର ଜଲଓ୍କା ଦେଖେଇବେ ବୋଲି ଏବେଠୁ ପ୍ରସ୍ତୁତ ଆରମ୍ଭ କରିଦେଲେଣି। ତେବେ ଆସନ୍ତୁ ଜାଣିବା ଏହି ୫ସୁନ୍ଦରୀଙ୍କ ସମ୍ପର୍କରେ।

୧. ରିଦ୍ଧିମା ପାଠକ: ରିଦ୍ଧିମା ଇଂଲଣ୍ଡ ଆଇସିସି ତରଫରୁ କ୍ରିକେଟ ବିଶ୍ବ କପ୍ କଭର କରିବେ। ରିଦ୍ଧିମା ଭାରତର ଜଣେ ହିଁ ଆଙ୍କର ଯିଏ କ୍ରିକେଟ ପୂର୍ବରୁ ବାସ୍କେଟବଲର ଆଙ୍କର ବି ହୋଇସାରିଛନ୍ତି। ରିଦ୍ଧିମା କେବଳ ଆଙ୍କରିଂରେ ନୁହେଁ ବରଂ ସେ ଜଣେ ଇଜିଂନିୟର ମଧ୍ୟ। ମାତ୍ର ସେ ସ୍ପୋର୍ଟସ ପ୍ରେଜେଣ୍ଟରକୁ ନିଜର ପେଶା କରିସାରିଛନ୍ତି।  ଏଥର ରିଦ୍ଧିମା ଆଇସିସି ପାଇଁ ବିଶ୍ବ କପ୍ ପାଇଁ ରିପୋଟିଂ ଓ ଆଙ୍କରିଂ କରିବେ।

୨. ପେୟା ଜନ୍ନତୁଲ: ପେୟା ହେଉଛନ୍ତି ବାଙ୍ଗଲାଦେଶର ବ୍ୟୁଟି କୁଇନ୍। ସେ ବାଙ୍ଗଲାଦେଶର ଟି୨୦ ଲିଗ୍ସରେ ଆଙ୍କରି କରିସାରିଛନ୍ତି। କେବଳ ସେତିକି ନୁହେଁ ସେ ବାଙ୍ଗଲାଦେଶର କ୍ରିକେଟ ଷ୍ଟାରଙ୍କ ସହିତ ବହୁ ଏଡ୍ ଫିଲ୍ମ ମଧ୍ୟ କରି ସାରିଛନ୍ତି। ପେୟା ଆସୁଥିବା ଓ୍ବାଲ୍ଡ କପରେ ବାଙ୍ଗଲାଦେଶ ଟିଭି ଏବଂ ଗାଜୀ ଟିଭି ପାଇଁ ମ୍ୟାଚ କଭର କରିବେ।

୩. ଜୈନବ ଆବାସ: ପାକିସ୍ତାନରେ ରହୁଥିବା ଜୈନବ ମଧ୍ୟ ଆଇସିସି ବିଶ୍ବ କପ-୨୦୧୯ କୁ କଭର କରିବେ। ଜୈନବ ପାକିସ୍ତାନର ମହଶୁର ସ୍ପୋର୍ଟସ ପ୍ରେଜେଣ୍ଟର ଅଛନ୍ତି। ଜୈନବ ପାକିସ୍ତାନ ସହିତ ଯୋଡି ହୋଇ ରହିଥିବା ସବୁ ଖବରକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବେ।

୪. ମୟନ୍ତି ଲାଙ୍ଗର: ମୟନ୍ତି କ୍ରିକେଟ ବିଶ୍ବ କପର ସମସ୍ତଙ୍କ ବଡ଼ ମହିଳା ଆଙ୍କର। ମୟନ୍ତି ଷ୍କାର ସ୍ପୋର୍ଟସ ପାଇଁ ଇଂଲଣ୍ଡରେ ବିଶ୍ବ କପ କଭର କରିବେ। ଭାରତରେ ମୟନ୍ତିଙ୍କର ବହୁତ ଫ୍ୟାନ୍ ଫଲୋଇଂଗ ଅଛନ୍ତି।

୫. ସଞ୍ଜନା ଗଣେସନ୍: ଷ୍ଟାର ନେଟଓ୍ବର୍କ ପାଇଁ ସଞ୍ଜନା ମଧ୍ୟ ବିଶ୍ବ କପେର ରିପୋଟିଂ କରିବେ। ସଞ୍ଜନା ଗୋଲ୍ଡ ଜଣେ ମେଡାଲିଷ୍ଟ ଇଂଜିନିୟର। ପରେ ସେ ମଡେଲିଂ କରିଲେ। ୨୦୧୪ରେ ସଞ୍ଜନା ମିସ ଇଣ୍ଡିଆ ଫାଇନାଲିଷ୍ଟରେ ଥିଲେ।

ସମ୍ବନ୍ଧିତ ଖବର