ଦିଲ୍ଲୀ ରୋହିଣୀ ଅଞ୍ଚଳରେ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ ୨୩/୬: ଦିଲ୍ଲୀ ରୋହିଣୀ ଅଞ୍ଚଳରେ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ । ଗୁରୁବାର ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଛି । ବୁଦ୍ଧ ବିହାର ପୋଲିସ ଷ୍ଟେସନ ଅନ୍ତର୍ଗତ ରୋହିଣୀ ଅଞ୍ଚଳରେ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନି । ନିଆଁ ଲିଭା କାମରେ ଦମକଳ ବାହିନୀ ନିୟୋଜିତ ହୋଇଛି ।