PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ବିଇଓଙ୍କୁ ଦାବିପତ୍ର

ଚନ୍ଦାହାଣ୍ଡି,୧୯।୧୧ (ଆ ପ୍ର) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଠାରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ଓ ଚନ୍ଦାହାଣ୍ଡି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଙ୍କ ଆହ୍ୱାନ କ୍ରମେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ଚନ୍ଦାହାଣ୍ଡି ସଭାପତି ବିଶ୍ୱରଂଜନ ପଣ୍ଡାଙ୍କ ନେତୃତ୍ୱରେ ଝରାବାହାଲ ଚାରି ଛକ ଠାରେ ଏକତ୍ରିତ ହୋଇ ପ୍ରତିବାଦ ସଭା ଶୋଭାଯାତ୍ରା  ବାହାରିଥିଲା। ଚନ୍ଦାହାଣ୍ଡି ବିଇଓ ଶୁଭେନ କୁମାର ମଣ୍ଡଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା l

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପ୍ରାଥମିକ ସଂଘ ଉପ ସଭାପତି ତ୍ରିପତି ଦଳେଇ, ବ୍ଲକ ସଙ୍ଘ ଉପ ସଭାପତି ଶୋଭା ସିଂ ପୋଡ଼,ଶିକ୍ଷକ ସୌରୀ ରଞ୍ଜନ ସାହୁ,ସନ୍ତୋଷ ମାଝୀ,ବ୍ଲକ ସଙ୍ଘ ସମ୍ପାଦକ ଏମ ବିଘ୍ନେଶ୍ୱର ଆଚାରୀ, ରେଣୁଧର ପୂଜାରୀ, ବୃନ୍ଦାବନ ସାହୁ,ଯୋଗେନ୍ଦ୍ର ବେଶ୍ରା, ଗିରିଧାରୀ ନାୟକ, କପିଳାସ ସୁନାନି, ସୁଷମା ଦାଶ, ଝରାଶ୍ରୀ ମିଶ୍ର,ଗୋମଣୀ ପୂଜାରୀ, ପରମେଶ୍ୱର ନାୟକ, ନାରାୟଣ ରଥ, ନଳିନୀ ମାଝୀ, କୁମୁଦ ବାଘ, ରାଜେଶ୍ୱର ଦଣ୍ଡସେନା,ତିଳଚନ ନାୟକ, ଡିଙ୍ଗର ଜଗତ, ରାମଚନ୍ଦ୍ର ଧୂରୁଆ,ପଙ୍କଜ ସ୍ୱାଇଁ ପ୍ରମୁଖଙ୍କ ସମେତ ବ୍ଲକର ଶତାଧିକ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l