PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

୧୫ ଫେବ୍ରୁଆରୀରେ ଦୀୟା ମିର୍ଜାଙ୍କର ବିବାହ , ମୁମ୍ୱାଇର ବ୍ୟବସାୟୀଙ୍କୁ କରିବେ ଜୀବନ ସାଥି

https://www.aajtak.in/

ମୁମ୍ୱାଇ – ବଲିଉଡ୍‌ ଅଭିନେତ୍ରୀ ଦୀୟା ମିର୍ଜା ନିଜ ଜୀବନରେ ପୁଣି ନୂଆ ରଙ୍ଗ ଭରିବାକୁ ଯାଉଛନ୍ତି । ଯାହାକି ତାଙ୍କର ପ୍ରଶଂସକଙ୍କ ପାଇଁ ବଡ଼ ଖୁସି ଖବର ।  ସାହିଲ ସାଙ୍ଗାଙ୍କୁ ଛାଡ଼ପତ୍ର ଦେବାପରେ ପୁଣି ଆଉ ଥରେ ଦୀୟାଙ୍କ ଜୀବନରେ ଖୁସି ଆରମ୍ଭ ହେବାକୁ ଯାଉଛି।  ଭାଲେଣ୍ଟାଇନ୍ସ ଡେ ପୂର୍ବରୁ  ଦୀୟା ମିର୍ଜାଙ୍କର ବିବାହ ଖବର ପ୍ରଶଂସକଙ୍କ ପାଇଁ ବଡ଼ ସରପ୍ରାଇଜ୍‌ ଭଳି ହୋଇଛି ।  ଖବର ମୁତାବିକ୍‌, ଦୀୟା ମିର୍ଜା ଦ୍ୱିତୀୟ ବିବାହ କରୁଛନ୍ତି ଏବଂ ଏହା ବହୁତ ଶୀଘ୍ର ହେବାକୁ ଯାଉଛି ।

୧୮ ବର୍ଷୀୟା ଟିକ୍‌ଟକ୍‌ ଷ୍ଟାରଙ୍କ ଆତ୍ମହତ୍ୟା – ମୃତ୍ୟୁ ପୂର୍ବରୁ ସେୟାର କରିଥିଲେ ଭିଡ଼ିଓ

दीया म‍िर्जा

ସ୍ପଟ୍‌ବୟର ରିପୋର୍ଟ ମୁତାବିକ୍‌ , ୧୫ ଫେବ୍ରୁଆରୀରେ ଦୀୟା ମିର୍ଜା ନୂଆ ରୂପରେ ନିଜ ଜୀବନକୁ ଗଢ଼ିବାକୁ ଯାଉଛନ୍ତି । ରିପୋର୍ଟ ମୁତାବିକ୍‌ ଦୀୟା ମୁମ୍ୱାଇ ସ୍ତରୀୟ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରୁଛନ୍ତି ।

ଗୋଆ ଟ୍ରିପ୍‌ରେ ମୀରା ରାଜପୂତଙ୍କ ହଟ୍‌ ଅନ୍ଦାଜ୍‌ – ନଜର ଆସିଲେ ଗ୍ଲାମରସ୍‌ ମମ୍‌

दीया म‍िर्जा

ବିବାହର ୨ଦିନ ପୂର୍ବରୁ ଦୀପାଙ୍କର ଏହି ବିବାହ ଖବର ସରପ୍ରାଇଜିଂ ଭଳି ।  ହେଲେ ଏବେସୁଦ୍ଧା ଏହି ଖବର ଉପର କୌଣସି ଅଫିସିଆଲି ବୟାନ ଆସିନାହିଁ । ଦୀୟାଙ୍କର ବିବାହର ଏହି ଖବର ବହୁତ ଜୋରସୋରରେ ଚର୍ଚ୍ଚାରେ ।

दीया म‍िर्जा-साह‍िल सांगा

ଦୀୟା ମିର୍ଜା ଅଗଷ୍ଟ ୨୦୧୯ରେ ଏକ୍ସ-ହଜ୍‌ବ୍ୟାଣ୍ଡ ସାହିଲ ସାଙ୍ଗାଙ୍କୁ ନିଜ ଛାଡ଼ପତ୍ର ଦେବାର ଖବର ଦେଇଥିଲେ । ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ସାହିଲଙ୍କ ସହ ଅଲଗା ହେବା କଥା ସେୟାର କରିଥିଲେ । ଦୀୟା-ସାହିଲଙ୍କର ବିବାହ ୨୦୧୪ରେ ହୋଇଥିଲା ।  ୫ବର୍ଷର ବୈବାହିକ ସଂପର୍କ ପରେ ଦୁହେଁ ପରସ୍ପରର ସହମତିରେ ଉଭୟ ଉଭୟଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଛାଡ଼ପତ୍ର ଦେଇଥିଲେ ।