PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ପ୍ରାର୍ଥୀଙ୍କୁ ନେଇ କଂଗ୍ରେସରେ କୁହୁଳୁଛି ଅସନ୍ତୋଷ

ଭୁବନେଶ୍ୱର, ୨୬ା୩(ବ୍ୟୁରୋ): କଂଗେସରେ ପ୍ରାର୍ଥୀ ଚୟନକୁ ନେଇ କୁହୁଳୁଛି ଅସନ୍ତୋଷ । ବ୍ରହ୍ମଗିରିରୁ ବାଲେଶ୍ୱର । ଆଉ କୋରାପୁଟରୁ ଜି ଉଦୟଗିରି ସବୁଠି ଦେଖା ଦେଇଛି ପ୍ରାର୍ଥୀତ୍ୱକୁ ନେଇ ଅସନ୍ତୋଷ । ଆଜି ସେହିଭଳି କିଛି ଅସନ୍ତୋଷ ପ୍ରାର୍ଥୀଙ୍କୁ ମନାଇବା ପାଇଁ ଦଳ ପକ୍ଷରୁ ଆରମ୍ଭ ହୋଇଥଲିା ଉଦ୍ୟମ । କଂଗ୍ରେସର ସହ ପ୍ରଭାରୀ ଆଦିତ୍ୟ ଶର୍ମା ପ୍ରାର୍ଥୀମାନଙ୍କୁ ଡାକି ବ୍ୟକ୍ତିଗତ ଭାବେ ଆଲୋଚନା କରୁଥେିଲ । ନର୍ଦ୍ଦିଷ୍ଟି ନର୍ବିାଚନମଣ୍ଡଳୀରେ ନହେଲେ ପାଖ ପଡଶ଼ିା ନର୍ବିାଚନମଣ୍ଡଳୀରେ ପ୍ରାର୍ଥୀ ହେବାକୁ ବୁଝାଇଥେିଲ । ଏହି କ୍ରମରେ ଆଜି ଶ୍ରୀ ଶର୍ମା ଛାତ୍ରକଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ରାଜୀବ ପଟ୍ଟନାୟକ, ଯୁବକଂଗେସ୍ର ମଧ୍ୟ ବଧିାନସଭା ସଭାପତି ଶଂକୁନା କହରଁ, ମହିଳା କଂଗ୍ରେସ ରାଜ୍ୟ ସଭାପତି ସୁମିତ୍ରା ଜେନା, ବ୍ରହ୍ମଗିରି ଯୁବକଂଗ୍ରେସ ସଭାପତି ପ୍ରମୁଖ ବହୁ ପ୍ରାର୍ଥୀଙ୍କୁ ଡାକି ଆଲୋଚନା କରିଥିଲେ । ଦଳରେ ଥିବା ଅସନ୍ତୋଷକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିଥିଲେ ।

ଅପରପକ୍ଷେ ଆଜି ମଧ୍ୟାହ୍ନରେ କିଛି ଦଳୀୟ କର୍ମୀ ଭବନରେ ପହଞ୍ଚି ହୋହଲ୍ଲା କରିଥିଲେ । ପୃଥିବ୍ୱଲ୍ଲଭ ପଟ୍ଟନାୟକଙ୍କୁ ବେଗୁନଅିାରୁ ପ୍ରାର୍ଥୀ କରାଯାଉନଥବିାରୁ କ୍ଷୋଭ ପ୍ରକାଶ କରଥିେିଲ । ସେହପିରି ଗତଥର ଦଳୀୟ ପ୍ରାର୍ଥୀଙ୍କ ବେିରାଧରେ ଅସନ୍ତୁଷ୍ଟ ପ୍ରାର୍ଥୀ ଭାବେ ଲଢଥିବିା ବ୍ୟକ୍ତିଙ୍କୁ ଚଳିତ ଥର ଟିକେଟ୍‌ ମିଳିଥିବାରୁ ବହୁ କର୍ମୀ ଆସି ଦଳୀୟ ନେତାଙ୍କ ନିକଟରେ ନିଜର ଦୁଖ ଜଣାଇଥେିଲ । ଉଲ୍ଲେଖଯୋଗ୍ୟ ଭୁବନେଶ୍ୱର ଏକାମ୍ର ପ୍ରାର୍ଥୀ ରଶ୍ମି ମହାପାତ୍ରଙ୍କ ପ୍ରାର୍ଥୀତ୍ୱକୁ ନେଇ କଂଗ୍ରେସ ଭବନରେ ୨୩ ତାରିଖରେ ଭଙ୍ଗାରୁଜା ହୋଇଥିବା ବେଳେ ରାଜ୍ୟରେ କୋଣ ଅନୁକୋଣରେ ଦେଖା ଦେଇଛି ଦଳୀୟ ଅସନ୍ତୋଷ । ଗତକାଲି ନୀଳଗିରି ବିଧାନସଭା ପ୍ରାର୍ଥୀ ରାଣୀ ମନୋଜା ମଞ୍ଜରୀ ଦେବୀଙ୍କ ବ୍ୟାନର୍‌ ପୋଡି ବିରୋଧ କରିଥିଲେ ପୁରୁଣା କଂଗ୍ରେସ କର୍ମୀ । ସେହିପରି ଜଳେଶ୍ୱରରେ ପ୍ରାର୍ଥୀ କରାଯାଇଥିବା ସୁଦର୍ଶନ ଦାସଙ୍କୁ ବିରୋଧ କରି ଅନ୍ୟ ଆଶାୟୀମାନେ ମେଳି ବାନ୍ଧି ବୈଠକ କରିବା ସହିତ ସେମାନଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରାନଗଲେ ଆଗାମୀ ଦନିରେ ବେିରାଧ କରେିବ ବୋଲି ଚେତାବନୀ ଦେଇଥେିଲ । ବ୍ରହ୍ମଗିରି ବିଧାନସଭା ପାଇଁ ଉମାକାନ୍ତ ବରାଳଙ୍କ ପ୍ରାର୍ଥୀତ୍ୱକୁ ସ୍ଥାନୀୟ ଯୁବକଂଗ୍ରେସ ସଭାପତି ବିରୋଧ କରିଛନ୍ତି । ସେ ନିଜେ ଆଶାୟୀ ଥିବାରୁ ତାଙ୍କ ସମର୍ଥକମାନେ ଆସି ଆଜି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ସହ ପ୍ରଭାରୀ ଶ୍ରୀ ଶର୍ମାଙ୍କୁ ଭେଟି ଆଲୋଚନା କରିଛନ୍ତି ।