PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଠାକୁର ପରିକ୍ରମାବେଳେ ଅଣ୍ଡାମାଡ, ବଡପଦାରେ ଉତ୍ତେଜନା

ପାରଳାଖେମୁଣ୍ଡି ୮/୩: ଅଣ୍ଡା ମାଡରୁ ଉତେଜନା l ହୋଲି ଉତ୍ସବ ସହ ଠାକୁର ପରିକ୍ରମା ବେଳେ ଅଣ୍ଡା ମାଡ କଲେ କିଛି ଯୁବକ l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ବଡପଦl ଗାଁରେ l ସୂଚନା ପ୍ରକାରେ ଆଜି ହୋଲି ଉତ୍ସବ ସହ ବଡପଦା ରାଧାକୃଷ୍ଣ ମନ୍ଦିରରୁ ଠାକୁରଙ୍କୁ ଗାଁ ପରିକ୍ରମା କରୁଥିଲେ ଗ୍ରାମବାସୀ l ତେବେ ମୁଖ୍ୟ ବଜାର ରାସ୍ତାରେ ବାଜା ବାଜଣl ସହ ଠାକୁର ପରିକ୍ରମା ଚାଲିଥିବା ବେଳେ ଅଣ୍ଡା ମାଡ କରିଥିଲେ କିଛି ଯୁବକ l ଅଣ୍ଡା ଠାକୁରଙ୍କୁ ବାଜିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି l ଏହାପରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ଗଣ୍ଡଗୋଳରେ କିଛି ବ୍ୟକ୍ରି ଆହତ ହୋଇଥିବା ବେଳେ ଗୋଟିଏ ବାଇକ ଭାଙ୍ଗି ଯାଇଛି l ଖବର ପାଇ ସେରଙ୍ଗ ଥାନା ଓ ଖଜୁରିପଦl ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତେଜିତ ଲୋକଙ୍କୁ ବୁଝାସୁଝା କରୁଛି l ଗାଁରେ ଏବେ ପୋଲିସ ମୁତୟନ ଥିବା ବେଳେ ପରିସ୍ଥିତି ଆହୁରି ଉତେଜନା ପୁର୍ଣ୍ଣ ରହିଛି l