PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ସୁକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ୪ ହାର୍ଡକୋର ମାଓବାଦୀ ନିହତ
  • ||
  • ସମ୍ଵଲପୁର : ମୌର୍ଯ୍ୟ ରେସିଡେନ୍ସରୁ ଚୋରି ଅଭିଯୋଗ, ସିସିଟିଭି ତାଡ଼ି ନେଇଗଲେ ଲୁଟେରା
  • ||
  • ଭୁବନ : ଚୋରା କୋଇଲା ବୋଝେଇ ୪୦୭ ଜବତ, ଡ୍ରାଇଭର୍ ଓ ହେଲପର ଗିରଫ
  • ||
  • କେନ୍ଦୁଝର : କେନ୍ଦୁଝର ରାଜ ଉଆସରୁ ୨ଟି ବିରାଟକାୟ ଅଜଗର ସାପ ଉଦ୍ଧାର
  • ||

ପରକୀୟାପ୍ରୀତି ପାଇଁ ଡବଲ ମର୍ଡର, ସ୍ତ୍ରୀ ଓ ପ୍ରେମିକକୁ ହତ୍ୟା କଲା ସ୍ୱାମୀ

ବାଲେଶ୍ୱର ୧୨ /୨: ପରକୀୟା ପ୍ରୀତି ପାଇଁ ଡବଲ ମର୍ଡର । ରାଣୀପାଟଣା ବ୍ୟାଙ୍କ କଲୋନୀରେ ଘଟିଛି ଏଭଳି ଘଟଣା । ଘର ଭିତରୁ ଜଣେ ମହିଳା ଓ ପୁରୁଷଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ପରକୀୟାପ୍ରୀତିରୁ ଡବଲ ମର୍ଡର ହୋଇଥିବା ସୂଚନା ମିଳିଛି । ମୃତକ ମହିଳା ହେଉଛନ୍ତି ଲକ୍ଷ୍ମୀପ୍ରିୟା ସାହୁ । ତେବେ ମୃତକ ଯୁବକ ଜଣଙ୍କ ତାଙ୍କ ପ୍ରେମିକ ବୋଲି ସନ୍ଦେହ କରାଯାଉଛି । ମହିଳାଙ୍କ ସ୍ୱାମୀ କୈଳାସ ସାହୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ତେବେ କୈଳାସ ସାହୁଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ସହଦେବଖୁଣ୍ଟା ପୋଲିସ ।