PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

LPG ଗ୍ୟାସରେ ହେଉଛି ଡ୍ରେସ୍ ଆଇରନ୍, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ ୨୨/୫: ସୋସିଆଲ ମିଡିଆରେ ପ୍ରତିଦିନ ଅଲଗା ଅଲଗା ପ୍ରକାର ଭିଡିଓ ଦେଖିବାକୁ ମିଳୁଛି । ଏଥିରୁ କିଛି ଭିଡିଓ ଏମିତି ହୋଇଥାଏ ଯାହା ସମସ୍ତଙ୍କୁ ଚକିତ କରେ । ଏବେ ଏକ ଭିଡିଓ ସମସ୍ତଙ୍କୁ ଚକିତ କରୁଛି । ଭିଡିଓରେ ଜଣେ ବ୍ୟକ୍ତି ଏଲପିଜି ଗ୍ୟାସ୍ ସିଲିଣ୍ଡର ମାଧ୍ୟମରେ ଡ୍ରେସ୍ ଆଇରନ୍ କରୁଥିବା ନଜର ଆସୁଛନ୍ତି । ଏହା ଦେଖି ଇଣ୍ଟରନେଟ୍ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ଭିଡିଓରେ ଦେଖା ଯାଉଛି କି ଜଣେ ବ୍ୟକ୍ତି ଡ୍ରେସ୍ ଆଇରନ୍ କରୁଛନ୍ତି । ତେବେ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ହେଉଛି କି ସେ ଡ୍ରେସ୍ ପ୍ରେସ୍ କରିବା ପାଇଁ କୋଇଲା ବା ବିଜୁଳି ନୁହେଁ ବରଂ ଏଲପିଜି ଗ୍ୟାସ୍ ବ୍ୟବହାର କରୁଛନ୍ତି । ବ୍ୟକ୍ତି ଜଣକ ଭିଡିଓରେ କହୁଛନ୍ତି କି ସେ ଗତ ୪ ବର୍ଷ ଧରି ଏହିଭଳି ଡ୍ରେସ୍ ଆଇରନ୍ କରିଆସୁଛନ୍ତି । ଆପଣ ଦେଖିପାରିବେ କି ସିଲିଣ୍ଡରରୁ ପାଇପ୍ ଆସି ଆଇରନ୍ ସହିତ କନେକ୍ସନ ହୋଇଛି ।

ଚକିତ କରିଦେବା ଭଳି ଏହି ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ହଜାର ହଜାର ଲୋକ ଏହି ଭିଡିଓରେ କମେଣ୍ଟ ମଧ୍ୟ କରିଛନ୍ତି । ଏହି ଭିଡିଓକୁ ଦେଖି ଜଣେ ୟୁଜର କହିଛନ୍ତି କି ଏହି ଟେକନିକ୍ ବହୁତ ପୁରୁଣା । ବହୁତ ପୂର୍ବରୁ ଏହି ଟେକନିକ୍ ଅନେକ ସ୍ଥାନରେ  ବ୍ୟବହାର ହୋଇସାରିଛି । କିନ୍ତୁ ଏବେ ବି କିଛି ଲୋକ ଭିଡିଓ ଦେଖି ଚକିତ ଅଛନ୍ତି କି ଆଇରନ୍ ଗରମ କେମିତି ହେଉଛି ? ତେବେ କିଛି ଲୋକ ଏହାକୁ ଫେକ୍ ବୋଲି ମଧ୍ୟ କହୁଛନ୍ତି ।

ସମ୍ବନ୍ଧିତ ଖବର