ଦୁନିଆଁର ସବୁଠୁ ଦୁଗର୍ନ୍ଧ ବିଶିଷ୍ଟ ଫଳ, ଯାହାର ଦାମ୍ ୭୧ହଜାର

KUALA LUMPUR 02 SEPTEMBER 2016. Kakitangan Menara Kuala Lumpur, Amirah Mahadzir, 21 membau durian ketika Fiesta Buah-Buahan Lembaga Pemasaran Pertanian Persekutuan (FAMA) di Menara Kuala Lumpur hari ini. Fiesta Buah-buahan FAMA bermula pada 1 sehingga 4 September ini turut menjual buah-buahan tempatan seperti durian, rambutan, nanas dan sebagainya. NSTP/ HAFIZ SOHAIMI
ଭୁବନେଶ୍ବର,୨/୨: ଇଣ୍ଡୋନେସିଆ ବଜାରରେ ବିକ୍ରି ହେଉଥିବା ଏହି ଫଳ। ଯାହାର ନାଁ ଦ୍ୟୁରିଅନ୍ । ମାତ୍ର ଦାମ୍ ଶୁଣିଲେ ଆଖିରେ ଛନକା ପଶି ଯିବ। ଇଣ୍ଡୋନେସିଆ ବଜାରରେ ୫ଶହ ଡଲାର (୩୫.୭୩୦) ଟଙ୍କାରେ ଏହି ଫଳ ବିକ୍ରି ହୁଏ। ସବୁଠୁ ଖାସ୍ କଥା ହେଲା କି, ଏହି ଫଳଟି ଦୁନିଆଁର ସବୁଠୁ ଦୁର୍ଗନ୍ଧ ବିଶିଷ୍ଟ ଫଳ। ଫଳର ସ୍ବାଦ ପଚା ନାଳ କିମ୍ବା ପିନ୍ଧିଥିବା ମୈାଜାର ବାସ୍ନା ସହିତ ସମାନ। ଏହି ଫଳ ଯେଉଁ ଷ୍ଟୋରରେ ବିକ୍ରି ହୁଏ ତେବେ ଏହାକୁ ଅଲଗା ଏକ ପାତ୍ରରେ ଅଥବା ଅଲଗା ବାସ୍କେଟରେ ସାଟିନ କପଡାରେ ଗୁଡ଼ାଇ ରଖାଯାଏ। ଦକ୍ଷିଣ ଏସିଆରେ ଏହି ଫଳକୁ ’ଫଳମାନଙ୍କ ରାଜା’ ବୋଲି କୁହାଯାଏ। ଏହି ଫଳ କ୍ରିମା ଭଳି। ଯେଉଁଥିପାଇଁ ଲୋକଙ୍କୁ ଏହି ଫଳ ବହୁତ ପସନ୍ଦ । ଏହି ଫଳ ଯେ-କ୍ୱିନ ବ୍ରାଣ୍ଡର । ଯେ-କ୍ୱିନ ବ୍ରାଣ୍ଡର ଏହା ସବୁଠାରୁ ଫଳ ବୋଲି ଲୋକେ କୁହନ୍ତି । ତେଣୁ ଏହାର ଦାମ୍ ସବୁଠୁ ମହଙ୍ଗା। ।
