PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଦୁନିଆଁର ସବୁଠୁ ଦୁଗର୍ନ୍ଧ ବିଶିଷ୍ଟ ଫଳ, ଯାହାର ଦାମ୍ ୭୧ହଜାର

KUALA LUMPUR 02 SEPTEMBER 2016. Kakitangan Menara Kuala Lumpur, Amirah Mahadzir, 21 membau durian ketika Fiesta Buah-Buahan Lembaga Pemasaran Pertanian Persekutuan (FAMA) di Menara Kuala Lumpur hari ini. Fiesta Buah-buahan FAMA bermula pada 1 sehingga 4 September ini turut menjual buah-buahan tempatan seperti durian, rambutan, nanas dan sebagainya. NSTP/ HAFIZ SOHAIMI

ଭୁବନେଶ୍ବର,୨/୨: ଇଣ୍ଡୋନେସିଆ ବଜାରରେ ବିକ୍ରି ହେଉଥିବା ଏହି ଫଳ। ଯାହାର ନାଁ ଦ୍ୟୁରିଅନ୍ । ମାତ୍ର ଦାମ୍ ଶୁଣିଲେ ଆଖିରେ ଛନକା ପଶି ଯିବ। ଇଣ୍ଡୋନେସିଆ ବଜାରରେ ୫ଶହ ଡଲାର (୩୫.୭୩୦) ଟଙ୍କାରେ ଏହି ଫଳ ବିକ୍ରି ହୁଏ। ସବୁଠୁ ଖାସ୍ କଥା ହେଲା କି, ଏହି ଫଳଟି ଦୁନିଆଁର ସବୁଠୁ ଦୁର୍ଗନ୍ଧ ବିଶିଷ୍ଟ ଫଳ। ଫଳର ସ୍ବାଦ ପଚା ନାଳ କିମ୍ବା ପିନ୍ଧିଥିବା ମୈାଜାର ବାସ୍ନା ସହିତ ସମାନ। ଏହି ଫଳ ଯେଉଁ ଷ୍ଟୋରରେ ବିକ୍ରି ହୁଏ ତେବେ ଏହାକୁ ଅଲଗା ଏକ ପାତ୍ରରେ ଅଥବା ଅଲଗା ବାସ୍କେଟରେ ସାଟିନ କପଡାରେ ଗୁଡ଼ାଇ ରଖାଯାଏ। ଦକ୍ଷିଣ ଏସିଆରେ ଏହି ଫଳକୁ ’ଫଳମାନଙ୍କ ରାଜା’ ବୋଲି କୁହାଯାଏ। ଏହି ଫଳ କ୍ରିମା ଭଳି। ଯେଉଁଥିପାଇଁ ଲୋକଙ୍କୁ ଏହି ଫଳ ବହୁତ ପସନ୍ଦ । ଏହି ଫଳ ଯେ-କ୍ୱିନ ବ୍ରାଣ୍ଡର । ଯେ-କ୍ୱିନ ବ୍ରାଣ୍ଡର ଏହା ସବୁଠାରୁ ଫଳ ବୋଲି ଲୋକେ କୁହନ୍ତି । ତେଣୁ ଏହାର ଦାମ୍ ସବୁଠୁ ମହଙ୍ଗା। ।