କ୍ଷୀର ସହ ଖାଆନ୍ତୁ ନାହିଁ ଏହି ଜିନିଷ, ହୋଇପାରେ ଏଭଳି ମାରାତ୍ମକ ରୋଗ

ଆଜି ଆମେ ଏଭଳି ମାରାତ୍ମକ ରୋଗ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଅଧିକାଂଶ ଲୋକଙ୍କୁ ଜଣା ନାହିଁ। ଆପଣ କଣ ଜାଣନ୍ତି କି କ୍ଷୀର ସହିତ କେଉଁ ଜିନିଷ ଖାଇବା ଉଚିତ୍ ଓ କେଉଁଟା ଅନୁଚିତ୍।

କ୍ଷୀର ସହିତ କେବେ ବି ସାମୁଦ୍ରିକ ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଯେମିତିକି କ୍ଷୀର ସହିତ ମାଛ ଖାଇବା ଉଚିତ୍ ନୁହେଁ।

କ୍ଷୀର ସହିତ ଦହି, ଘିଅ ଆଦି ଜିନିଷ ଖାଇବା ଉଚିତ୍ ନୁହେଁ। ଏଭଳି ଖାଇଲେ ଆପଣଙ୍କ ଶରୀରରେ ଧଳା ଧଳା ଦାଗ ଅର୍ଥାତ ଛଉ ଭଳି ହୋଇଯାଇଥାଏ। ଯାହା ଦେଖିବାକୁ ବହୁତ ଅଜବ ଲାଗିଥାଏ।

କ୍ଷୀରକୁ ସବୁବେଳେ ରାତି ସମୟରେ ପିଇବା ଉଚିତ୍। କାରଣ ଏହା ହଜମ ହେବାରେ ବହୁତ ସମୟ ନେଇଥାଏ। ଯଦି ଆପଣ କ୍ଷୀର ସହିତ ଏହି ସବୁ ଜିନିଷ ସେବନ କରୁଛନ୍ତି ତେବେ ଏଥିପ୍ରତି ସାବଧାନ ରହିବା ଉଚିତ୍। ସବୁଠୁ ଭଲ ହେବ କି ଆପଣ ଏହି ଭଳି ଖାଦ୍ୟ ଖାଇବା ବନ୍ଦ କରିଦେବା ଉଚିତ।