ଦୁର୍ବୃତ୍ତ ଗୁଳି ମାରି ନେଇଗଲେ ହାତୀ ଦାନ୍ତ

ବୌଦ୍ଧ, ୨୪।୫ ବୌଦ୍ଧ ରେଞ୍ଜ ବଘିଆପଡା ସେକ୍ସନ ଭୁର୍କିପଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ହାତୀର ଦାନ୍ତ କାଟି ନେଇଛନ୍ତି ଶିକାରୀ । ହାତୀର ଦେହରେ ଏକାଧିକ ଗୁଳି ବାଜିଥିବା ଜଣାପଡିଛି। ଘଟଣା ସ୍ଥଳରେ ବୌଦ୍ଧ ଡିଏଫଓ , ରେଞ୍ଜର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ହାତୀର ବ୍ୟବଚ୍ଛେଦ କରାଯାଉଛି।