PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ୱର୍ଲ୍ଡକପ୍ ଚାମ୍ପିଅନ୍ ଇଂଲଣ୍ଡକୁ ୮୫ ରନରେ ଅଲଆଉଟ୍ କଲା ଆୟରଲାଣ୍ଡ

ନୁଆଦିଲ୍ଲୀ ୨୪/୭: ୱର୍ଲ୍ଡ କପ ଶେଷ ହୋଇଗଲା । ଇଂଲଣ୍ଡ ଟିମ୍ ଚାମ୍ପିଅନ୍ ହେଲା । ଚାମ୍ପିଅନ୍ ହେବା ପରେ ଇଂଲଣ୍ଡ ଟିମକୁ ପ୍ରଥମ ମ୍ୟାଚରେ ହିଁ ହରାଇଛି ଆୟରଲ୍ୟାଣ୍ଡ । ଆର୍ୟଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ସିରିଜର ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯାଉଛି ।

ଇଂଲଣ୍ଡ ଟସ୍ ଜିତି ବ୍ଯାଟିଂ କରିବା ପାଇଁ ଓହ୍ଲାଇଲା । ଆୟରଲାଣ୍ଡ ଇଂଲଣ୍ଡକୁ ଆରମ୍ଭରୁ ହିଁ ଆଣ୍ଠେଇବା ଆରମ୍ଭ କରିଦେଲା । ଇଂଲଣ୍ଡର ୱିକେଟ୍ ଲଗାତାର ଖସିବାରେ ଲାଗିଲା ଏବଂ ଶେଷରେ ଟିମ୍ ୨୩.୪ ଓଭରରେ ୮୫ ରନ୍ କରି ଆଉଟ୍ ହୋଇଗଲା । ଇଂଲଣ୍ଡର ସବୁଠାରୁ ଅଧିକ ରନ୍ କରିଛନ୍ତି ଡେନଲି ଯାହାକି ମାତ୍ର ୨୩ । ଆୟରଲାଣ୍ଡର ମୁର୍ଟଘ ୫, ମାର୍କ ଏଡେର ୩ ଓ ରୋଙ୍କିନ୍ ୨ ୱିକେଟ୍ ନେଇଛନ୍ତି ।

୮୫ ରନର ସ୍କୋର କରି ଇଂଲଣ୍ଡର ଟେଷ୍ଟ ମ୍ୟାଚରେ ୨୫ ତମ ସବୁଠାରୁ ସର୍ବନିମ୍ନ ସ୍କୋର । ଟେଷ୍ଟ କ୍ରିକେଟରେ ଇଂଲଣ୍ଡର ସର୍ବନିମ୍ନ ସ୍କୋର ୪୫ ରନର ଥିଲା ଯାହା ୨୮ ଜାନୁୟାରୀ ୧୮୮୭ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ କରିଥିଲା ।

ସମ୍ବନ୍ଧିତ ଖବର