PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ଓଡି଼ଆ ପରେ ଆଜି ସୋସିଆଲ ମିଡିଆରେ ଘୁରିବୁଲିଲା ଇଂରାଜୀ ପ୍ରଶ୍ନପତ୍ର

ବଲାଙ୍ଗିର ୨୫/୨:  ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ଆଜି ମାଟ୍ରିକ୍ ପରୀକ୍ଷାର ଦ୍ୱିତୀୟ ଦିନରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପରୀକ୍ଷା ଆରମ୍ଭର ମାତ୍ର ୧୫ ମିନିଟ୍ ପରେ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରିବୁଲୁଛି । କହିରଖୁଛୁ ପରୀକ୍ଷାର ପ୍ରଥମ ଦିନରେ ଓଡିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଏନେଇ ଏପର୍ଯ୍ଯନ୍ତ ସମୁଦାୟ ୭ ଜଣ ଗିରଫ ହୋଇଛନ୍ତି । ତେବେ ପରୀକ୍ଷାର ମାତ୍ର ୨ ଟି ଦିନରେ ୨ଟି ଯାକ ପ୍ରଶ୍ନପତ୍ର ଭାଇରାଲ ହେବାପରେ ଆଗକୁ ଥିବା ପରୀକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ଅଧ୍ଯକ୍ଷ ଜାହାନା ଆରା ବେଗମ୍ । ସେ କହିଛନ୍ତି ମୁଖ୍ଯ ପ୍ରଶ୍ନପତ୍ର ଓ ଭାଇରାଲ ପ୍ରଶ୍ନପତ୍ର ମଧ୍ଯରେ କୌଣସି ସାମଞ୍ଜସ୍ଯ ନାହିଁ । ତେଣୁ ଭାଇରାଲ ହୋଇଛି ବୋଲି କୁହାଯାଇପାରିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।