PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଲୁଟ୍ କରିବାରେ ବିଫଳ ହେବା ପରେ ଏଟିଏମ ଜାଳିଦେଲେ ଦୁର୍ବୃତ୍ତ

ଜଟଣୀ, ୯।୮ ଲୁଟ କରିବାରେ ବିଫଳ ହେବା ପରେ ଏଟିଏମ  ଜାଳିଦେଲେ ଦୁର୍ବୃତ୍ତ l ଜଟଣୀ ଗୋପବନ୍ଧୁ ବଜ଼ାର କଲେଜ ରୋଡ ଥିବା ୟୁକୋ ବ୍ୟାଙ୍କ ଶାଖାର ଏଟିଏମରେ ଏଭଳି ଘଟଣା ଘଟାଇଛନ୍ତି।

ଗୋପବନ୍ଧୁ ବଜ଼ାର କଲେଜ ରୋଡ ଥିବା ୟୁକୋ ବ୍ୟାଙ୍କ ଶାଖାର ଏଟିଏମକୁ  ସୋମବାର ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ କରିବାକୁ ଦୁର୍ବୃତ୍ତ  ଆସିଥିଲେ। ଏଟିଏମ ଭାଙ୍ଗି ଲୁଟ୍ କରିବାରେ ବିଫଳ ହୋଇଥିଲେ। ଶେଷରେ ଏଟିଏମରେ ନିଆଁ ଲଗାଇ ଜାଳିଦେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।  ମଙ୍ଗଳବାର ସକାଳେ  ଖବର ପାଇ ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ସିସି ଫୁଟେଜ୍ ନେଇ ପୋଲିସ ଘଟଣାର ତଦନ୍ତ କରୁଛି।