PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

କଳାହାଣ୍ଡି: କତେଲ ଘାଟୀରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ମାଓ ସାମଗ୍ରୀ ଜବତ

କଳାହାଣ୍ଡି ୧୩/୨:  ପୋଲିସ ମାଓବାଦୀ ଗୁଳି ବିନିମୟ  । ଭବାନୀପାଟଣା ସଦର ଥାନା କତେଲ ଘାଟୀରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ତେବେ ପୋଲିସ ଗୁଳିର ମୁକାବିଲା କରିନପାରି  ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ୧୦ରୁ ଅଧିକ ମାଓବାଦୀ ଘଟଣାସ୍ଥଳରୁ ପଛଘୁଞ୍ଚା ଦେଇଛନ୍ତି । ଘଟଣାସ୍ଥଳରୁ  ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସପି ବଦୁଲା ଗଙ୍ଗାଧର ।