PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ପେଟିଏମ୍ ପ୍ରଥମ ଥର ପାଇଁ ଆଣିବ ନୂଆ ସେବା, ଘରେ ବସି ପାଇପାରିବେ ଅଧିକରୁ ଅଧିକ ଟଙ୍କା

Signage for Paytm is displayed at the One97 Communications Ltd. headquarters in Noida, Uttar Pradesh, India, on Thursday, May 14, 2015. One97, which operates PayTM, think they have an edge as the country is now in the midst of a smartphone boom, and younger Indians are shunning branches and turning to apps for their banking needs, mirroring global trends. Photographer: Kuni Takahashi/Bloomberg via Getty Images

ପ୍ରଥମ ଥର ପାଇଁ ପେଟିଏମ୍ ଆଣିଲା ଏକ ନୂଆ ସେବା। ଆପଣ ଏବେ ପେଟିଏମ୍ ଆପ୍ରୁ ସେୟାର ବଜାରରେ ଟଙ୍କା ଲଗାଇପାରିବେ। ସେୟାର ବଜାର ରେଗ୍ୟୁଲେଟର ସେବୀ ପେଟିଏମ୍ର ସବସିଡିଅରୀ କମ୍ପାନି ‘ପେଟିଏମ୍ ମନି’ କୁ ଷ୍ଟକ୍ ବ୍ରେକିଂ ସେବା ପାଇଁ ମଞ୍ଜୁର ଦେଇଛନ୍ତି। ଏହା ଦ୍ବାରା ନିର୍ଦେଶକ ସେୟାର କିରିପାରିବେ। ଏହାପୂର୍ବରୁ ପେଟିଏମ୍ ମିଚ୍ୟୁଆଲ୍ ଫଣ୍ଡ ସେବା ଆରମ୍ଭ କରିଛି।

ଏହା ଦ୍ବାରା ଆପଣ ମିଚ୍ୟୁଆଲ ଫଣ୍ଡରେ ୧୦୦ ଟଙ୍କାର ଏସଆଇପି (ସିଷ୍ଟୋମେଟିକ୍ ଇନଭେଷ୍ଟମେଣ୍ଟ୍ ପ୍ଲାନ୍) କରିପାରିବେ। ଏଥିପାଇଁ ପେଟିଏମ୍ ୨୪ ମିଚ୍ୟୁଆଲ ଫଣ୍ଡ ଭଳି ସେବା ଦେବାକୁ ଥିବା କମ୍ପାନି ସହିତ ଚୁକ୍ତି କରିଛି। ଏହା ବି ଜାଣିବା ଦରକାର କି ବ୍ୟାଙ୍କରେ ଏଫଡି କରିବା ଦ୍ବାରା ଯେଉଁଠି ୭-୯ ପ୍ରତିଶତ ପର୍ଯ୍ୟନ୍ତ ଫେରସ୍ତ ମିଳୁଛି ସେଇଠି ମିଚ୍ୟୁଆଲ ଫଣ୍ଡରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ବାର୍ଷିକ ଖାତାରେ ଫେରସ୍ତ ମିଳିଯାଉଛି।