ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ପେଟିଏମ୍ ପ୍ରଥମ ଥର ପାଇଁ ଆଣିବ ନୂଆ ସେବା, ଘରେ ବସି ପାଇପାରିବେ ଅଧିକରୁ ଅଧିକ ଟଙ୍କା

ପ୍ରଥମ ଥର ପାଇଁ ପେଟିଏମ୍ ଆଣିଲା ଏକ ନୂଆ ସେବା। ଆପଣ ଏବେ ପେଟିଏମ୍ ଆପ୍ରୁ ସେୟାର ବଜାରରେ ଟଙ୍କା ଲଗାଇପାରିବେ। ସେୟାର ବଜାର ରେଗ୍ୟୁଲେଟର ସେବୀ ପେଟିଏମ୍ର ସବସିଡିଅରୀ କମ୍ପାନି ‘ପେଟିଏମ୍ ମନି’ କୁ ଷ୍ଟକ୍ ବ୍ରେକିଂ ସେବା ପାଇଁ ମଞ୍ଜୁର ଦେଇଛନ୍ତି। ଏହା ଦ୍ବାରା ନିର୍ଦେଶକ ସେୟାର କିରିପାରିବେ। ଏହାପୂର୍ବରୁ ପେଟିଏମ୍ ମିଚ୍ୟୁଆଲ୍ ଫଣ୍ଡ ସେବା ଆରମ୍ଭ କରିଛି।

{"id":10340,"width":738,"height":475}

ଏହା ଦ୍ବାରା ଆପଣ ମିଚ୍ୟୁଆଲ ଫଣ୍ଡରେ ୧୦୦ ଟଙ୍କାର ଏସଆଇପି (ସିଷ୍ଟୋମେଟିକ୍ ଇନଭେଷ୍ଟମେଣ୍ଟ୍ ପ୍ଲାନ୍) କରିପାରିବେ। ଏଥିପାଇଁ ପେଟିଏମ୍ ୨୪ ମିଚ୍ୟୁଆଲ ଫଣ୍ଡ ଭଳି ସେବା ଦେବାକୁ ଥିବା କମ୍ପାନି ସହିତ ଚୁକ୍ତି କରିଛି। ଏହା ବି ଜାଣିବା ଦରକାର କି ବ୍ୟାଙ୍କରେ ଏଫଡି କରିବା ଦ୍ବାରା ଯେଉଁଠି ୭-୯ ପ୍ରତିଶତ ପର୍ଯ୍ୟନ୍ତ ଫେରସ୍ତ ମିଳୁଛି ସେଇଠି ମିଚ୍ୟୁଆଲ ଫଣ୍ଡରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ବାର୍ଷିକ ଖାତାରେ ଫେରସ୍ତ ମିଳିଯାଉଛି।

{"id":10341,"width":743,"height":418}

Copyright © 2022 - Summa Real Media Private Limited. All Rights Reserved.