PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ହନିଟ୍ରାପ୍‌ରେ ଫଶି ଦେଶକୁ ଦେଉଥିଲେ ଧୋକ୍କା : ଗୁପ୍ତଚରଗିରି ଅଭିଯୋଗରେ ବୈଦେଶିକ ମନ୍ତ୍ରଣାଳୟ ଡ୍ରାଇଭର ଗିରଫ

ନୂଆଦିଲ୍ଲୀ,୧୯/୧୧: ପାକିସ୍ତାନକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଣ ସହ ଗୁପ୍ତଚରଗିରି କରିବା ଅଭିଯୋଗରେ ବୈଦେଶିକ ମନ୍ତ୍ରଣାଳୟର ଜଣେ ଡ୍ରାଇଭରଙ୍କୁ ଶୁକ୍ରବାର ଗିରଫ କରାଯାଇଛି ।

ପାକିସ୍ତାନର ଗୋଇନ୍ଦା ଏଜେନ୍ସି ଆଇଏସ୍‌ଆଇ ଦ୍ୱାରା ତାଙ୍କୁ ହନିଟ୍ରାପ୍‌ରେ ଫସାଯାଇଥିଲା । ପୁନମ୍‌ ଶର୍ମା ଓରଫ୍‌ ପୂଜା ବୋଲି ନିଜକୁ ପରିଚୟ ଦେଇଥିବା ଜଣେ ମହିଳା ତାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ଜଣାପଡ଼ିଛି । ଦିଲ୍ଲୀ କ୍ରାଇମବ୍ରାଞ୍ଚ୍‌ ପୋଲିସ ଏହି ଗିରଫଦାରୀ କରିଛି । ଆଉ ଅନ୍ୟ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ଯାଞ୍ଚ ଚାଲିଛି ।