PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଭାରତୀୟ ବଜାରରେ ଫ୍ରିଡମ୍ ରିଫାଇନଡ୍ ସନପ୍ଲାୱାର ଅଏଲର ଦବ୍‌ଦବା, ମାର୍କେଟରେ ବଢ଼ୁଛି ଚାହିଦା

pic - internet

ନୂଆଦିଲ୍ଲୀ: ଫ୍ରିଡମ୍ ରିଫାଇନଡ୍ ସନପ୍ଲାୱାର ଅଏଲ ଦେଶରେ ଏକ ନମ୍ୱର। ଭାରୀୟ ବଜରାରେ ଫ୍ରିଡମ ସୂର୍ଯ୍ୟମୂଖୀ ତେଲର ଚାହିଦା ବଢ଼ିବାରେ ଲାଗିଛି।  ବିଶେଷ ଭାବେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ଓଡିଶା ବଜାରରେ ଫ୍ରିଡମ ସୂର୍ଯ୍ୟମୂଖୀ ତେଲ ବେଶ୍‌  ଆଦ୍ରୁତ ଲାଭ କରିଛି। ଏହି ଖାଇବା ତେଲର ମାନ ଓ ଗୁଣବତ୍ତା ଏବଂ ବିଶ୍ୱସନୀୟତା ଉପଭକ୍ତାଙ୍କୁ ଆକୃଷ୍ଟ କରିଛି। ସୂର୍ଯ୍ୟମୂଖୀ ତେଲ ବ୍ୟତୀତ ରାଇସ ବ୍ରାନ ଅଏଲ, ଗ୍ରାଉଣ୍ଡନଟ୍‌ ଅଏଲ ଏବଂ ସୋରିଷ ତେଲ ମଧ୍ୟ ଉପଲବ୍ଧ କରାଉଛି ଫ୍ରିଡମ ବ୍ରାଣ୍ଡ ।   

ବଜାରରେ ଫ୍ରିଣ୍ଡମ ତେଲର ଚାହିଦାକୁ ଦେଖି  GEF India  ଗ୍ଲୋବାଲ ଆୱାର୍ଡ ୨୦୨୧ ରେ ‘ଅଶୋଧିତ ସୂର୍ଯ୍ୟମୁଖୀ ତେଲର ସର୍ବୋଚ୍ଚ ଆମଦାନୀକାରୀ’ ବର୍ଗରେ ପ୍ଲାଟିନମ୍ ପୁରସ୍କାର ପାଇଛି। ସେହିପରି ୨୦୧୮ ରେ ଗ୍ଲୋବାଇଲ ଇଣ୍ଡିଆ ‘ଏମର୍ଜିଂ ବ୍ରାଣ୍ଡ’ ପୁରସ୍କାର ‘ଫ୍ରିଡମ୍’ ବ୍ରାଣ୍ଡକୁ ମଧ୍ୟ ଦିଆଯାଇଥିଲା।  ଇଣ୍ଡିଆ ଟୁଡେ ‘ଇସ୍ପୋସ୍ ଅର୍ବାନ କନଜ୍ୟୁମର ସେଣ୍ଟିମେଟ ସର୍ଭେ ୨୦୨୦’ ଅନୁଯାୟୀ ବ୍ରାଣ୍ଡ ‘ଫ୍ରିଡମ୍’ ଭାରତର ଶ୍ରେଷ୍ଠ ୫ ରନ୍ଧନ ତେଲ ବ୍ରାଣ୍ଡ ମଧ୍ୟରେ ସାମିଲ  କରାଯାଇଛି।   

ଏନେଇ ଜେମିନି ଏଡିବଲ୍‌ସ ଫ୍ୟାଟସ ଇଣ୍ଡିଆ ଲିମିଟେଡର ନିର୍ଦ୍ଦେଶକ ପ୍ରଦୀପ ଚୌଧୁରୀ  କହିଛନ୍ତି ଯେ ଆମେ ଖୁସି ଯେ ଫ୍ରିଡମ ଭାରତରେ ସନଫ୍ଲାୱାର ଅଏଲ ଶ୍ରେଣୀରେ ୨୦.୫ ପ୍ରତିଶତ ସହ ଏକ ନମ୍ୱ ର ବ୍ରାଣ୍ଡ  ହୋଇଛି।  ଏହା ଆମର ଗ୍ରାହକ-କେନ୍ଦ୍ରିକ ଆଭିମୁଖ୍ୟ, ଏବଂ ଗୁଣବତ୍ତା ଉପରେ ଧ୍ୟାନର ଫଳାଫଳ ବୋଲି ପ୍ରଦୀପ ଚୌଧୁରୀ କହିନ୍ତି।