PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ମହିଳାଙ୍କ ବେକରୁ ସୁନାମାଳ ଝାମ୍ପି ଚମ୍ପଟ ମାରିଲେ ଯୁବକ, ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ…

ସାନଖେମୁଣ୍ଡି୧୮/୧୧:  ମହିଳାଙ୍କ ବେକରୁ ସୁନାମାଳ ଝାମ୍ପି ଚମ୍ପଟ ମାରି ପଳାଇଗଲେ ଯୁବକ I ଗତ କାଲି ଏହି ଘଟଣା ଘଟିଥିବା ବେଳେ ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି Iଗ ଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ପଥରପୁଞ୍ଜି କାଳୁଆ ଛକ ରାସ୍ତା କଡରେ ଥିବା  ଏକ ଦୋକାନରେ ବିକ୍ରି କରୁଥିବା ମହିଳା ଜଣଙ୍କର ବେକରୁ ଝାମ୍ପି ନେଲେ ପୂର୍ବରୁ ଛକି ରହିଥିବା ଯୁବକ । ଝାମ୍ପି ନେଇ ଯୁବକ ଜଣଙ୍କ ବାଇକରେ ବସି ଚମ୍ପଟ ମାରିଥିଲେ । ଏନେଇ ମହିଳା ଜଣଙ୍କ ଶେରଗଡ଼ ଥାନା ରେ ଅଭିଯୋଗ ପରେ ପୋଲିସ ସିସିଟିଭି ଆଧାରରେ ତଦନ୍ତ ଚଳାଇଛି।