PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

GPF ଉପରେ ସୁଧ ହାର ହ୍ରାସ କଲେ ସରକାର, ଜାଣନ୍ତୁ ଏବେ କେତେ ମିଳିବ ସୁଧ

ନୁଆଦିଲ୍ଲୀ ୧୬/୭: କେନ୍ଦ୍ର ସରକାର GPF(ଜେନେରାଲ୍ ପ୍ରଭିଡେଣ୍ଟ ଫଣ୍ଡ)ର ସୁଧ ଦରକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାର GPF ଉପରେ ଜୁଲାଇରୁ ସେପ୍ଟେମ୍ବର ପାଇଁ ସୁଧ ଦରକୁ ୭.୯ ପ୍ରତିଶତ ରଖିବାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଗତ ୩ମାସରେ GPF ଉପରେ ସୁଧ ଦର ୮ ପ୍ରତିଶତ ରଖିଥିଲେ । GPF ସୁଧ ଦର ସବୁ କେନ୍ଦ୍ର ସରକାରଙ୍କ କର୍ମଚାରୀ, ରେଲୱେ ଓ ସୁରକ୍ଷାବଳଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ଲାଗୁ କରାଯାଏ ।

୧ ଜୁଲାଇରୁ ଲାଗୁ ହୋଇଥାଏ ନୂଆ ସୁଧ ଦର
ଅର୍ଥ ମନ୍ତ୍ରାଳୟ ତରଫରୁ ଜାରି ଏକ ଅଧିସୂଚନାରେ ଏହି ସୂଚନା ଥିଲା ଯେ ଜେନେରାଲ୍ ପ୍ରୋଭିଡେଣ୍ଟ ଫଣ୍ଡ ଓ ୧ ଜୁଲାଇ ୨୦୧୯ରୁ ୩୦ ସେପ୍ଟେମ୍ବର ୨୦୧୯ ପର୍ଯ୍ଯନ୍ତ ସୁଧ ଦର ୭.୯ ପ୍ରତିଶତ ରହିବ । ଏହି ଦର ୧ ଜୁଲାଇ ୨୦୧୯ରୁ ଲାଗୁ ହେବ । ସରକାର ନିକଟରେ କ୍ଷୁଦ୍ର ସେଭିଂ ଯୋଜନାରେ ସୁଧ ଦରରେ ହ୍ରାସ କରିଥିଲେ ।  ସରକାର ପିପିଏଫ ଓ ସିନିୟର ସିଟିଜନ ସେଭିଂ ସ୍କିମର ସୁଧ ଦରରେ ୧୦ ବେସିସ୍ ପଏଣ୍ଟର ହ୍ରାସ କରିଥିଲେ ।

ଏହା ଉପରେ ପଡିବ ପ୍ରଭାବ
ଇଣ୍ଡିଆନ୍ ଅର୍ଡନାନ୍ସ ଡିପାର୍ଟେମେଣ୍ଟ ପ୍ରଭିଡେଣ୍ଟ ଫଣ୍ଡ
ଜେନେରାଲ୍ ପ୍ରଭିଡେଣ୍ଟ ଫଣ୍ଡ
କଣ୍ଟ୍ରିବ୍ଯୁଟରୀ ପ୍ରୋଭିଡେଣ୍ଟ ଫଣ୍ଡ
ଜେନେରାଲ୍ ପ୍ରଭିଡେଣ୍ଟ ଫଣ୍ଡ
ଡିଫେନ୍ସ ସର୍ଭିସେଜ୍ ଅଫିସର୍ସ ପ୍ରଭିଡେଣ୍ଟ ଫଣ୍ଡ
ଷ୍ଟେଟ୍ ରେଲୱେ ପ୍ରୋଭିଡେଣ୍ଟ ଫଣ୍ଡ
ଇଣ୍ଡିଆନ୍ ଅର୍ଡନେନ୍ସ ଫେକ୍ଟ୍ରିଜ୍ ୱର୍କମ୍ୟାନ୍ ପ୍ରୋଭିଡେଣ୍ଟ ଫଣ୍ଡ
ଆର୍ମ୍ଡ ଫୋର୍ସେସ୍ ପର୍ସନଲ ପ୍ରୋଭିଡେଣ୍ଟ ଫଣ୍ଡ
ଇଣ୍ଡିଆନ୍ ନେଭ୍ଲ ଡର୍ସୟାର୍ଡ ୱର୍କମ୍ୟାନ୍ ପ୍ରୋଭିଡେଣ୍ଟ ଫଣ୍ଡ