PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ଜୁଲାଇ ୫ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ !
  • ||
  • ପୁରୀ: ଶ୍ରୀମନ୍ଦିରରେ ପହଞ୍ଚିଲା ଏଏସ୍‌ଆଇ ଟିମ୍‌, ଗର୍ଭଗୃହ ଓ ନାଟମଣ୍ଡପ ଫାଟର ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିବ ଟିମ୍‌
  • ||
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ଏଥର ଏହି ପରିବାରଙ୍କୁ ମିଳିବ ସବସିଡ଼ିରେ ଚିନି

ନୂଆଦିଲ୍ଲୀ ୪।୬: ଦେଶର ଅତିରିକ୍ତ ୧୬କୋଟି ୩୦ଲକ୍ଷ ପରିବାରକୁ ସବସିଡ଼ିରେ ଚିନି ଦେବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ସାର୍ବଜନିତ ବିତରଣ ପ୍ରଣାଳୀ ବା (ପିଡ଼ିଏସ) ଜରିଆରେ ଏହି ସବୁ ପରିବାରକୁ ୧କିଲୋଗ୍ରାମ ଚିନି ସବସିଡ଼ି ମୂଲ୍ୟରେ ଉପଲବ୍ଧ କରାଯିବ। ମିଳିଥିବା ସୂଚନା ଅନୁସାରେ ଖାଦ୍ୟ ମନ୍ତ୍ରାଳୟ ନୂଆ ସରକାରଙ୍କ କ୍ୟାବିନେଟ ବୈଠକରେ ଏହି ସବସିଡ଼ି ଯୁକ୍ତ ଚିନି ଉପହାର କରାଇବାକୁ ସୁପାରିଶ କରିଥିଲେ। ଯାହାକୁ ନେଇ କ୍ୟାବିନେଟ ମନ୍ତ୍ରାଳୟକୁ ଏହି ବିତରଣ କରାଯିବାର ପ୍ରକ୍ରିୟା ବାବଦରେ ରିପୋର୍ଟ ମାଗିଛି।

ପିଡ଼ିଏସ ସମ୍ବଧିତ ଖାଦ୍ୟ ପଦାର୍ଥ ଭାରତୀୟ ଖାଦ୍ୟ ନିୟମ ବା ଏଫିସିଆଇ ଯୋଗାଣ କରିଥାଏ। ବର୍ତ୍ତମାନ ସରକାର ଅନ୍ତୋଦୟ ଅନ୍ନ ଯୋଜନାରେ ପାଖାପାଖି ୨.୫କୋଟି ପରିବାରକୁ କିଲୋ ପ୍ରତି ୧୩ଟଙ୍କା ୫୦ ପଇସା ମୂଲ୍ୟରେ ଚିନି ଯୋଗାଉଛି। ଯଦି ଏହି ତାଲିକାରେ ଅତିରିକ୍ତ ୧୬ କୋଟି ପରିବାରକୁ ସାମିଲ କରାଯାଏ ତେବେ ସରକାର ଅର୍ଥବ୍ୟବସ୍ଥା ଉପରେ ୪ହଜାର ୭୨୭କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।

ସମ୍ବନ୍ଧିତ ଖବର