ଛାତ୍ରଙ୍କ ଉପରକୁ ଗୁଳିମାଡ଼

ବାଲେଶ୍ବର,୨୪।୫ ରେମୁଣା ଗୋଲେଇରେ ଗୁଳିମାଡ। ଜଣେ ଛାତ୍ରଙ୍କ ଉପରକୁ ଗୁଳିମାଡ ହୋଇଛି । ଗୁରୁତର ଛାତ୍ର ଜଣକ ହେଲେ ରେମୁଣା କଲେଜର ଯୁକ୍ତ ୩ ଛାତ୍ର ପିଙ୍କୁ ଦାସ । ଛାତ୍ରଙ୍କ ବାମ ଛାତିର ଉପର ଭାଗରେ ଗୁଳି ବାଜିଛି। ଏପରିକି ଛାତ୍ରଙ୍କ ହାତକୁ ମଧ୍ୟ ହାଣି ଦେଇଛନ୍ତି ଦୁର୍ବୃତ୍ତ। ଗୁରୁତର ଛାତ୍ରକୁ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।