PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ଯାତ୍ରା କରିବା ସମୟରେ ବାନ୍ତି ଲାଗୁଛି କି ? ଜାଣନ୍ତୁ ଏହି ୫ଟି ଉପାୟ?

କଣ ଆପଣ ବି ଯାତ୍ରା କରିବା ସମୟରେ ଡରୁଛନ୍ତି କି? କାରଣ ଯାତ୍ରା କରିବା ସମୟେର କାଳେ ବାନ୍ତି ହୋଇଯିବ ବୋଲି। ତେବେ ବର୍ତମାନ ଚିନ୍ତା ମୁକ୍ତ ରୁହନ୍ତୁ। କାହିଁକି ନା ଯାତ୍ରା କରିବା ସମୟରେ ଏହି ୫ ଘରୋଇ ଉପଚାର ଆପଣଙ୍କ ବାନ୍ତିକୁ ପୁରା ଅଟକାଇ ଦେବ। ତେବେ ଆସନ୍ତୁ  ଜାଣିବା କଣ ରହିଛି ଏହି ପାଞ୍ଚଂଟି  ଉପାୟରେ।

୧. ଯଦି ଯାତ୍ରା କରିବା ପାଇଁ ବାହାରକୁ ବାହାରୁଛନ୍ତି ତେବେ ସାଙ୍ଗରେ ଲେମ୍ବୁ ନେଇ ଯାଆନ୍ତୁ। ଯେଉଁ ସମୟରେ ବି ଆପଣଙ୍କୁ ଅଲଗା ପ୍ରକାର ଅନୁଭବ ହେବ ସେହି ସମୟରେ ଲେମ୍ବୁର ଚୋପା ଛଡ଼ାଇ ତାହାକୁ ଶୁଘିଂ ନେବେ। ଏଭଳି କରିଲେ ବାନ୍ତି ଆସିବ ନାହିଁ।

୨. ଲବଙ୍ଗକୁ ଗୁଣ୍ଡ କରି ଗୋଟିଏ ଡବାରେ ରଖିଦିଅନ୍ତୁ। ଯାତ୍ରା କରିବାକୁ ଗଲେ କିମ୍ବା ଯଦି ବାନ୍ତି ଲାଗୁଥିବ ତେବେ ଗୋଟିଏ ଚାମଚ କାଢ଼ି ସେଥିରେ ଟିକେ ଚିନି କିମ୍ବା କଳା ଲୁଣ ମିଶାଇ ଏହାକୁ ଖାଆନ୍ତୁ।

୩. ତୁଳସୀ ପତ୍ର ପାଖରେ ରଖନ୍ତୁ। ଏହାକୁ ଖାଇବା ଦ୍ବାରା ବାନ୍ତି ଆସିନଥାଏ। ଏହା ବ୍ୟତୀତ ଗୋଟିଏ ବୋଟଲରେ ଲେମ୍ବୁ ଏବଂ ପୁଦିନା ରସକୁ କଳା ଲୁଣ ମିଶାଇ ରଖନ୍ତୁ ଏବଂ ଏହାକୁ ଅଳ୍ପ ଅଳ୍ପ କରି ପିଅନ୍ତୁ। ଫଳରେ ବାନ୍ତି ଲାଗିବ ନାହିଁ।

୪. ଲେମ୍ବୁକୁ କାଟି ସେଥିରେ କଳା ଲଙ୍କା ଏବଂ କଳା ଲୁଣ ଲଗାଇ ଚାଟନ୍ତୁ। ଏତିରେ ବି ବାନ୍ତି ହୋଇଯାଏ।

୫. ଯଦି ଆପଣ ବସରେ ଯାତ୍ରା କରୁଛନ୍ତି ଆଉ ବସରେ ବାନ୍ତି ହେଉଛି ତେବ ମନେ ରଖନ୍ତୁ ଯେଉଁ ସିଟରେ ଆପଣ ବସିବେ ସେଥିରେ ଗୋଟିଏ ପେପର ପକାଇ ଦିଅନ୍ତୁ। ଆଉ ସେହି ପେପର ଉପରେ ବସନ୍ତୁ। ଆଉ ବାନ୍ତି ଲାଗିବ ନାହିଁ।