PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଅସରପାରୁ ମୁକ୍ତି ଦେବ ବେକିଂ ସୋଢା,ଏମିିତି କରନ୍ତୁ ଘରେ ବ୍ୟବହାର

ନୂଆଦିଲ୍ଲୀ ୩୦/୦୯: ରୋଷେଇ ଘରକୁ ନିୟମିତ ସଫା କରିବା ପରେ ମଧ୍ୟ ବେଳେ ବେଳେ ଅସରପାଙ୍କ ଉତ୍ପାତ କମି ନଥାଏ । ଯଦି ଆପଣଙ୍କ ରୋଷେଇ ଘରେ ଅସରପା ହଇରାଣ କରୁଥାଏ, ତେବେ ଅସରପାକୁ ବେକିଂ ସୋଢା ଜରିଆରେ ଦୂର କରିବାକୁ ପ୍ରୟାସ କରିପାରିବେ । ଅସରପାକୁ ଦେଖିଲେ ଖାଲି ଘୃଣା ଲାଗି ନଥାଏ, ବରଂ ସ୍ୱାସ୍ଥ୍ୟ ପାଇଁ ଏମାନେ ହାନିକାରକ ମଧ୍ୟ ।

ଏହାବ୍ୟତୀତ ଅନେକ ରୋଗକୁ ଜନ୍ମ ଦେଇଥାନ୍ତି । ଏପରିକି ଅସରପା ଖାଦ୍ୟ ଉପରେ ଚାଲିଗଲେ, ଖାଦ୍ୟ ବିଷାକ୍ତ ହୋଇଯାଇଥାଏ । ତେଣୁ ରୋଷେଇ ଘରୁ ଅସରପା ସଫା କରିବା ବହୁତ ଜରୁରି । ବେକିଂ ସୋଢା ଓ ଚିନି ଅସରପାଙ୍କୁ ସଫା କରିବାରେ ସାହାଯ୍ୟ କରିପାରିବ । ବେକିଂ ସୋଢା ଓ ଚିନିର ମହକ ଅସରପାଙ୍କୁ ଟାଣିଥାଏ । ତେଣୁ ସେ ଏହି ମିଶ୍ରଣକୁ ଖାଇଥାନ୍ତି । ବେକିଂ ସୋଢା ଖାଇବା ପରେ ଅସରପା ପାଣି ପିଇବା ଦ୍ୱାରା ଶରୀରରେ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ । ଫଳରେ ଅସରପାର ପେଟ ଫାଟି ଯାଇଥାଏ ।