ରାଜଭବନ ପରିସରରେ ଉଦ୍ଘାଟନ ହେଲା ହାଇ ମାଷ୍ଟ ଫ୍ଳାଗ୍, ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଗଣେଶୀ ଲାଲ

ଭୁବନେଶ୍ୱର, ୨୩।୫:ମାନ୍ୟବର ରାଜ୍ୟପାଳଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଆଜି ରାଜଭବନ ପରିସରରେ ହାଇ ମାଷ୍ଟ ଫ୍ଳାଗ୍ ସ୍ଥାପନ ସମାରୋହରେ ମାନ୍ୟବର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ଏହି ଉଦ୍ଘାଟନି ଉତ୍ସବରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୋଲିସ ଡିଜି ସୁନୀଲ ବଂଶଲ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
