ମେଷ:ଷଷ୍ଠଚନ୍ଦ୍ର । ରାଜନୀତିକ୍ଷେତ୍ରରେ ଉନ୍ନତି । କର୍ମକ୍ଷେତ୍ରରେ ଉନ୍ନତି । ଅଟକିଥିବା ସରକାରୀ କାମ ସଫଳହେବ । ଋଣ ମୁକ୍ତି । କୋର୍ଟକଚେରି ମାମଲାରେ ଜୟଯୁକ୍ତ । ନୂତନ ନିବେଶରୁ ଦୂରେଇ ରୁହନ୍ତୁ । ପରିବାରରେ ମନୋମାଳିନ୍ୟ ହୋଇପାରେ । ରୋଗମୁକ୍ତ ହୋଇପାରିବେ । ଶରୀର ପ୍ରତି ସତର୍କ ରହିବେ ।

ଶୁଭରଙ୍ଗ: ଲାଲ୍, କମଳା

ବୃଷ:ପଞ୍ଚମ ଚନ୍ଦ୍ର । ଧନ ଆଗମନ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ । ନୂତନ ଦ୍ରବ୍ୟ କିଣିବେ ନାହିଁ । ନିବେଶ କରନ୍ତୁ ନାହିଁ । ଶରୀର ସାମାନ୍ୟ ରହିବ । ମନରେ ସାମାନ୍ୟ ଚିନ୍ତା ଲାଗି ରହିବ । ଯାନବାହନ ପ୍ରତି ସତର୍କ ରହିବେ। ବାଦବିବାଦ ହେବାର ସମ୍ଭାବନା ଅଛି । ଗୃହେ ଆନନ୍ଦ । ଶୁଭରଙ୍ଗ: ଗୋଲାପୀ, ଧଳା

ମିଥୁନ:ଚତୁର୍ଥ ଚନ୍ଦ୍ର । ମନରେ ସାମାନ୍ୟ ଚିନ୍ତା ଲାଗି ରହିବ । ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ । ଚାକିରିକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ । ବ୍ୟବସାୟରେ ଲାଭ । ଆର୍ଥିକ କାରବାର ଭଲ ରହିବ । ସ୍ୱାସ୍ଥ୍ୟରେ କ୍ଲାନ୍ତି ଦେଖାଦେଇପାରେ । ପାକସ୍ଥଳୀପୀଡ଼ା ଦେଖା ଦେଇପାରେ ।

ଶୁଭରଙ୍ଗ : ସବୁଜ, ହଳଦିଆ

କର୍କଟ:ତୃତୀୟଚନ୍ଦ୍ର । ମନରେ ଉତ୍ସାହ ବୃଦ୍ଧିହେବ । ଆତ୍ମବିଶ୍ୱାସ ବୃଦ୍ଧିହେବ । କାର୍ଯ୍ୟକ୍ଷେତ୍ରରେ ସଫଳତାପ୍ରାପ୍ତି । ପରିବାରର ସାହାଯ୍ୟପ୍ରାପ୍ତି । ଆର୍ଥିକଲାଭ । ଯାତ୍ରା କରିପାରନ୍ତି । ଶାରୀରିକ ସ୍ୱାସ୍ଥ୍ୟ ଉତ୍ତମ ରହିବ। ରୋଗମୁକ୍ତ ହୋଇପାରିବେ । ଅଯଥା ବାଦବିବାଦ କରନ୍ତୁ ନାହିଁ ।

ଶୁଭରଙ୍ଗ: ହାଲୁକା ନୀଳ, ଧଳା ।

ସିଂହ:ଦ୍ୱିତୀୟଚନ୍ଦ୍ର। ଶରୀର ଉତ୍ତମ ରହିବ । ଶତ୍ରୁ ପରାଜିତ ହେବେ। ନୂତନ ନିବେଶ କରନ୍ତୁ ନାହିଁ । ଆର୍ଥିକ ଉନ୍ନତି । ବାଦବିବାଦ ହେବାର ସମ୍ଭାବନା ଅଛି । ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବେ । ବ୍ୟବସାୟରେ ଲାଭ ମିଳିବ। ଚାକିରିକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ।

ଶୁଭରଙ୍ଗ: ସୁନେଲି, ନାଲି

କନ୍ୟା:ଶ୍ରୀଚନ୍ଦ୍ର। ମାନସିକଶାନ୍ତି । କାର୍ଯକ୍ଷେତ୍ରରେ ସଫଳତାପ୍ରାପ୍ତି। ଉଚ୍ଚ ପଦସ୍ଥ ଅଫିସର୍ମାନଙ୍କଠାରୁ ସାହାଯ୍ୟପ୍ରାପ୍ତି । ପରିବାରର ସହଯୋଗ ମିଳିବ । ସମାଜରେ ମାନସମ୍ମାନ ବୃଦ୍ଧି । ବନ୍ଧୁମିଳନ । ଧାର୍ମିକକାର୍ଯ୍ୟରେ ଯୋଗଦାନ ଦେବେ । ଆର୍ଥିକ ଲାଭ । ନିବେଶ କରନ୍ତୁ ନାହିଁ ।

ଶୁଭରଙ୍ଗ: ଫିରୋଜା, ସବୁଜ

ତୁଳା:ଦ୍ୱାଦଶଚନ୍ଦ୍ର । କର୍ମକ୍ଷେତ୍ରରେ କାମର ଚାପ ବଢ଼ିପାରେ । ଅଯଥା ଯୁକ୍ତିତର୍କ କରନ୍ତୁ ନାର୍ହି । ବୃଥା ଭ୍ରମଣ । ମାନସିକ ଚିନ୍ତା । ଯାତ୍ରା ନିଷେଧ । ବ୍ୟୟବୃଦ୍ଧି । ଅଯଥା ଖର୍ଚ୍ଚ ବଢ଼ିପାରେ । ପରିବାରରେ ମନୋମାଳିନ୍ୟ ହୋଇପାରେ । ଶୁଭ କାର୍ଯ୍ୟ ବର୍ଜନ । ଯାନବାହନ ପ୍ରତି ସତର୍କତା ।

ଶୁଭରଙ୍ଗ: ଧଳା, ହଳଦିଆ

ବିଛା:ଏକାଦଶଚନ୍ଦ୍ର । କର୍ମକ୍ଷେତ୍ରରେ ପଦୋନ୍ନତି । ବନ୍ଧୁମିଳନ । ବ୍ୟବସାୟରେ ସଫଳତା । ଯାତ୍ରାଶୁଭ । ଧନ ଆଗମନ । ପୂର୍ବ ନିବେଶରୁ ଲାଭ ମିଳିପାରେ । ଆର୍ଥିକ ଉନ୍ନତି । ଗୃହେ ଆନନ୍ଦ । ସ୍ୱାସ୍ଥ୍ୟ ଉତ୍ତମ ରହିବ। ମାନସିକ ଶାନ୍ତି । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ।

ଶୁଭରଙ୍ଗ: ସିନ୍ଦୂର, ହଳଦିଆ

ଧନୁ:ଦଶମଚନ୍ଦ୍ର । କର୍ମକ୍ଷେତ୍ରରେ ଉନ୍ନତି । ମାନ ସମ୍ମାନ ବୃଦ୍ଧିହେବ । ଆୟ ବୃଦ୍ଧିହେବ । ସହକର୍ମୀଙ୍କ ସହଯୋଗ ମିଳିବ । ନୂତନ ବ୍ୟବସାୟ କିମ୍ବା ନିବେଶ କରନ୍ତୁ ନାହିଁ । ନୂତନ ଦାୟିତ୍ୱ ମିଳିପାରେ । ପୁରୁଣା ବ୍ୟବସାୟରେ ସଫଳତା ମିଳିବ । ରୋଗମୁକ୍ତ ହୋଇପାରିବେ ।

ଶୁଭରଙ୍ଗ: ହଳଦିଆ, ସୁନେଲି

ମକର:ନବମ ଚନ୍ଦ୍ର । ଯାତ୍ରା ନିଷେଧ । ବାଦବିବାଦ ହେବାର ସମ୍ଭାବନା ଅଛି । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଅଯଥା ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ଖର୍ଚ୍ଚ ବୃଦ୍ଧିହେବ । ଋଣ ଦିଅନ୍ତୁ ନାହିଁ । ମାନସିକ ଚିନ୍ତା ଲାଗି ରହିବ ।

ଶୁଭରଙ୍ଗ - ନୀଳ, କଳା

କୁମ୍ଭ:ଅଷ୍ଟମଚନ୍ଦ୍ର । କର୍ମକ୍ଷେତ୍ରରେ ଚାପ ଲାଗି ରହିବ । ଉଚ୍ଚ ଅଧିକାରୀଙ୍କ ସହମତ ଭେଦ ହେବାର ସମ୍ଭାବନା ଅଛି । ଅର୍ଥ ହାନି । ଆୟଠାରୁ ବ୍ୟୟ ଅଧିକ ହୋଇପାରେ । ମାନସିକ ଚିନ୍ତା ଲାଗି ରହିବ । ଶରୀରରେ ସମସ୍ୟା ଦେଖା ଦେଇପାରେ ।

ଶୁଭରଙ୍ଗ: ସବୁଜ, ନୀଳ

ମୀନ:ସପ୍ତମଚନ୍ଦ୍ର । ମନରେ ପ୍ରସନ୍ନତା ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଅଟକି ରହିଥିବା ଟଙ୍କାପ୍ରାପ୍ତି । କର୍ମକ୍ଷେତ୍ରରେ ପ୍ରଶଂସା । କୌଣସି ଶୁଭ ଖବର ମିଳିପାରେ । ଆର୍ଥିକଉନ୍ନତି । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । ଶତ୍ରୁବୃଦ୍ଧି ହୋଇପାରନ୍ତି ।

ଶୁଭରଙ୍ଗ: ଧଳା, ହଳଦିଆ