PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ
  • ||
  • ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର
  • ||
  • କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାମରାନ ଆକମଲ, ୨୦୧୭ ପରଠୁ ମିଳୁନଥିଲା ସୁଯୋଗ
  • ||
  • ତୁର୍କୀରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫ ହଜାର ପାର୍
  • ||
  • କଟକ: କଟକରେ ଜିଏସ୍‌ଟି ରେଡ୍, ଲିଙ୍ଗରୋଡ୍‌ରେ ଥିବା ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ଚଢ଼ଉ ଜାରି
  • ||
  • ଭୁବନେଶ୍ୱର: ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ, ଆଫିସିଆଲ ୱେବସାଇଟ୍‌ରେ ଜାଣିପାରିବେ ଫଳ
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକ ଲାଗି, ଦର୍ଶନ କଟକଣା
  • ||
  • ଭୁବନେଶ୍ୱର: ଦେଖୁଦେଖୁ ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ
  • ||
  • ଜଗତସିଂହପୁର : ତିର୍ତ୍ତୋଲ୍‌ ବିଧାୟକଙ୍କ ପ୍ରେମ-ପ୍ରତାରଣା ମାମଲା: ୭ ଘଣ୍ଟା ଧରି ସୋମାଲିକାଙ୍କ ବୟାନ ରେକର୍ଡ, ବିଜୟ ଶଙ୍କର ନିରବ…
  • ||
  • ଭୁବନେଶ୍ୱର : ଅଧିକ ଚିକିତ୍ସା ଲାଗି ଆଜି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ
  • ||
  • ଭୁବନେଶ୍ୱର : ଆରମ୍ଭ ହେଲା ଭାଲେଣ୍ଟାଇନ୍‌ ସପ୍ତାହ, ଗୋଲାପ ମହକରୁ ଆରମ୍ଭ ହେବ ପ୍ରେମ
  • ||
  • ଭୁବନେଶ୍ୱର : ରାଜ୍ୟରେ କଲବଲ କରିବ ଖରା, ରାତି ତାପମାତ୍ରା ଆହୁରି ବଢ଼ିବ: ଉପକୂଳରେ ୩ଡିଗ୍ରୀ ବଢ଼ିବ
  • ||

ହାତରେ ଅଛି କି ଏପରି ରେଖା, ଶନି ଆପଣଙ୍କର କିଛି ବିଗାଡ଼ି ପାରିବେ ନାହିଁ

ଭୁବନେଶ୍ବର,୮/୨: ହାତର ରେଖାଗୁଡ଼ିକୁ ବିଶ୍ଳେଷଣ କରିବା ସମୟରେ ମଙ୍ଗଳ ଗ୍ରହ ଏବଂ ଶନି ଦେଖାଯାଏ ନାହିଁ, ଏହା ତ ସମ୍ଭବ ନୁହେଁ। ଭଗବାନ ହନୁମାନଙ୍କୁ ମଙ୍ଗଳର ଦ୍ବିତୀୟ ସ୍ବରୁପ ମନା ଯାଏ। ଭଗବାନ ରାମଙ୍କର ପରମ ଭକ୍ତ ହେଲେ ହନୁମାନ। ଯଦି କୈାଣସି ବ୍ୟକ୍ତିର ହାତରେ ମଙ୍ଗଳ ଚିହ୍ନ ଅର୍ଥାତ୍ ହନୁମାନଙ୍କର ଚିହ୍ନ ଅଛି ତେବେ ଶନିଙ୍କର ଛାଇ କିଛି ବି ବିଗାଡ଼ି ପାରିବନି।

ଜୀବନ ରେଖା ସହିତ ଯଦି ମଙ୍ଗଳ ରେଖା ଏକରୁ ଅଧିକ ଅର୍ଥାତ୍ ପ୍ରଥମଟା ବଡ଼, ଦ୍ବିତୀୟଟା ଛୋଟ, ତୃତୀୟଟା ତା’ଠାରୁ ବି ଛୋଟ ଅଛି ତେବେ ତାହାକୁ ହନୁମାନ ରେଖା ବା ମଙ୍ଗଳ ରେଖା କୁହାଯାଏ।  ଯଦି ହାତରେ ମଙ୍ଗଳ ଗ୍ରହ ଅଛି ତ ବ୍ୟକ୍ତିର ହାତରେ ହନୁମାନଙ୍କର ବିଶେଷ କୃପା ପ୍ରାପ୍ତ ହେବ।

ଜୀବନ ରେଖା ସହିତ ମଙ୍ଗଳ ରେଖା ଯଦି ପୁରା ସଫା ଅଛି ତେବେ ରାହୁ ରେଖା କଟା ଏବଂ ମଙ୍ଗଳ ପର୍ବତ ଉପରେ ଶଙ୍ଖର ଚିହ୍ନ ଅଛି ତେବେ ଏହି ବ୍ୟକ୍ତି ଉପରେ ହନୁମାନଙ୍କର ବିଶେଷ କୃପା ରହିଥାଏ।

ଯଦି ଶନି ଗ୍ରହ ତଳେ ହୃଦୟ ରେଖା ସ୍ପଷ୍ଟ ଏବଂ ଏହା ଉପରେ ପଦ୍ମ ବା ତ୍ରିଭୁଜ ସ୍ପଷ୍ଟ ଭାବରେ ଦେଖାଯାଉଥିବ ତେବେ ସେମାନେ ହନୁମାନଙ୍କର ଉପାସକ ହୋଇଥାନ୍ତି। ଏହି ପରିସ୍ଥିତିରେ ଶନି ମଧ୍ୟ ତାଙ୍କର କିଛି ବିଗାଡ଼ି ପାରିବେ ନାହିଁ।

ଯଦି କୈାଣସି ବ୍ୟକ୍ତିର ହାତରେ ହୃଦୟ ରେଖା ଉପରେ ୩ଟି ସିଧା ରେଖା ଅଛି, ଶନି ଆଙ୍ଗୁଳି ସିଧା, ଆଧାର ଏକାପ୍ରକାର ଅଛି ଏବଂ ମଙ୍ଗଳ ଗ୍ରହ ଦୁଇ ହାତରେ ଅଛି ତେବେ ସେହି ବ୍ୟକ୍ତିଙ୍କ ଉପରେ ହନୁମାନଙ୍କ ବିଶେଷ କୃପା ପଡ଼ିଥାଏ। କୁହାଯାଏ କି ଏମିତି ରେଖା ହନୁମାନଙ୍କର ପରମ ଭକ୍ତଙ୍କ ହାତରେ ହିଁ ଥାଏ। ଏମିତି ଭକ୍ତ ଯେବେ ବି ହନୁମାନଙ୍କ ମନ୍ଦିର ବନାଇବାରେ ଯୋଗ ଦେଇପାରିବେ।

ଭାଗ୍ୟ ରେଖା ଶନି ଗ୍ରହରୁ ବାହାରି ମଣିବନ୍ଧ ପର୍ଯ୍ୟନ୍ତ ଯାଇଥାଏ। ଯଦି ଶନି ଗ୍ରହ ତଳେ ତ୍ରିଶୁଳ ଭଳି ହୋଇଯାଏ ତେବେ ତାହାକୁ ହନୁମାନଙ୍କ ଚିହ୍ନ ବୋଲି ମାନାଯାଇଥାଏ। ଏହିଭଳି ଚିହ୍ନ ଥିବା ବ୍ୟକ୍ତି ଉପରେ ହନୁମାନଙ୍କର ବିଶେଷ କୃପା ରହିଥାଏ।