PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଲକାତା :ପଶ୍ଚିମବଙ୍ଗ ବିଜେପି ନେତାଙ୍କ ଅଭିଯୋଗ, ରାଜ୍ୟରେ ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ଭିତରେ ହୋଇଛି ଗୁପ୍ତ ବୁଝାମଣା…
  • ||
  • ନୟାଗଡ଼ : ମାର୍ବଲ ବୋଝେଇ ଟ୍ରକ୍ ପଛକୁ ପିଟିଲା ମାଣିକେଶ୍ଵରୀ ବସ୍ : ଜଣେ ମୃତ,୫ ଗୁରୁତର
  • ||
  • ଭୁବନେଶ୍ୱର: ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା, ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଏବେ ଉତ୍ତର ପୂର୍ବରୁ ପବନ ବହୁଥିବାରୁ କମିବ ଶୀତ, ୩ ତାରିଖରୁ ପ୍ରବଳ ଶୀତ: ୫.୬ ଡିଗ୍ରୀରେ ଥରୁଛି ସିମିଳିଗୁଡ଼ା
  • ||

ଯଦି ଏଭଳି ହେଲା ତାହେଲେ ବିଶ୍ବକପ୍ରୁ ବାହାରିଯିବ ଭାରତ, ଜାଣିଲେ ଆପଣଙ୍କୁ ବି ହେବନାହିଁ ବିଶ୍ବାସ !

ନୂଆଦିଳ୍ଲୀ ୨୭।୬: ଟିମ୍ ଭାରତ ବିଶ୍ବକପ୍ ୨୦୧୯ର ୨୮ତମ ମୁକାବିଲାରେ ଆଫଗାନିସ୍ତାନ ବିରୁଧରେ ବହୁତ ପାଖରୁ ଜିତିଥିଲା। ଏବେ ପର୍ଯ୍ୟନ୍ତ ଟିମ୍ ଭାରତ ୨୦୧୯ ବିଶ୍ବକପର ସମସ୍ତ ମୁକାବିଲାକୁ ପାର କରିସାରିଛି। ଏହି ମ୍ୟଚରେ ଏବେ ପର୍ଯ୍ୟନ୍ତ ଭାରତ ୫ ମୁକାବିଲା ଅର୍ଥାତ୍ ଖେଳ ଖେଳିଛି।

ଯେଉଁଥିରେ ୪ ପଏଣ୍ଟସରେ ଜିତିଥିବାବଳେ ପଏଣ୍ଟସ୍ ଟେବୁଲରେ ୯ ଅଙ୍କ ସହିତ ତୃତୀୟ ସ୍ଥାନରେ ରହିଛି। ଏହି ତାଳିକାରେ ୮ଅଙ୍କ ସହିତ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ରହିଛି। ଶ୍ରୀଲଙ୍କା ୬ଅଙ୍କ ସିତ ଷଷ୍ଠ ସ୍ଥାନରେ ରହିଛି। ଭାରତକୁ ଏବେ ଆଉ ୪ଟି ମ୍ୟାଚ ଖେଳିବାକୁ ବାକି ରହିଛି। ଯେଉଁଥିରେ ଶ୍ରୀଲଙ୍କା, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ୍ ଏବଂ ବଙ୍ଗଲାଦେଶ ସହିତ ରହିଛି। ସେହି ଇଂଲଣ୍ଡ ଏବଂ ଶ୍ରୀଲଙ୍କାକୁ ୩-୩ ମୁକାବିଲା ଖେଳିବାକୁ ଅଛି। ଯଦି ଟିମ୍ ଭାରତ ୪ଟି ମ୍ୟାଚ୍ରୁ ୩ଟି ମ୍ୟାଚ୍ ହାରିଯାଏ ଏବଂ ଇଂଲଣ୍ଡ ଓ ଶ୍ରୀଲଙ୍କା ଟିମ୍ ୩ଟି ମୁକାବିଲା ଯିତିଯାଏ ତାହେଲେ ବିଶ୍ବକପରୁ ବାହାରିବାକୁ ପଡ଼ିବ ଭାରତକୁ।

ସମ୍ବନ୍ଧିତ ଖବର