PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପୁଣି ବଦଳିବାକୁ ଯାଉଛି ପାଣିପାଗ , ୟୁପି ସମେତ ଏହି ସବୁ ରାଜ୍ୟରେ ୩ଦିନ ବର୍ଷିବ !

ନୂଆଦିଲ୍ଲୀ :  ଅନେକ ରାଜ୍ୟରେ ମୌସୁମୀ ବିଦାୟ ନେଇ ସାରିଛି । ଏହାସହ ବର୍ଷାର ପରିମାଣ ବି ହ୍ରାସ ପାଇଛି । ହେଲେ ଏବେ ପୁଣି ଥରେ କିଛି ରାଜ୍ୟରେ ପାଣିପାଗ ବଦଳିବାକୁ ଯାଉଛି । ଖୁବ୍‌ ବର୍ଷା ହେବାର ଅନୁମାନ କରାଯାଉଛି । ପାଣିପାଗ ବିଭାଗ ( ଆଇଏମଡି)ର ପୂର୍ବାନୁମାନ ଯେ ହିମାଚଳ ପ୍ରଦେଶ , ଉତ୍ତର ପ୍ରଦେଶ , ଉତ୍ତରାଖଣ୍ଡର ଅନେକ ଅଞ୍ଚଳରେ ୨ରୁ ୩ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ , ୬ ଅକ୍ଟୋବର ପରେ ୨ରୁ ୩ଦିନ ହିମାଚଳ ପ୍ରଦେଶ , ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ । ଏହା ବ୍ୟତୀତ , ନର୍ଥଇଷ୍ଟ ଇଣ୍ଡିଆ ଓ ପୂର୍ବ ଭାଗେ ମଧ୍ୟ ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଆଇଏମଡି କହିଛି କି , ଓଡ଼ିଶାରେ ୨ରୁ ୬ ଅକ୍ଟୋବର , ଗଙ୍ଗୀୟ ପଶ୍ଚିମବଙ୍ଗରେ ୨ରୁ ୪ ଅକ୍ଟୋବର , ଝାଡ଼ଖଣ୍ଡରେ  ୩ରୁ ୪ ଅକ୍ଟୋବର , ବିହାରରେ ୪ରୁ ୫ ଅକ୍ଟୋବର , ନର୍ଥଇଷ୍ଟ ମଧ୍ୟ ପ୍ରଦେଶରେ ୫ ଓ ୬ ଅକ୍ଟୋବର , ନର୍ଥୱେଷ୍ଟ ମଧ୍ୟ ପ୍ରଦେଶରେ ୬ ଅକ୍ଟୋବର ଓ ଛତିଶଗଡ଼ରେ ୪ରୁ ୫ ଅକ୍ଟୋବରରେ ଘଡ଼ ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

 

ସମ୍ବନ୍ଧିତ ଖବର