PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

ପୁଣି ଭାରତର ପ୍ରଶଂସା କଲେ ଇମ୍ରାନ ଖାନ , ମରିୟମ ନୱାଜ କହିଲେ – ସେଠାକୁ ଚାଲିଯାଅ …

www.aajtak.in

ଇସ୍ଲାମାବାଦ : ଭାରତର ପୁଣି ପ୍ରଶଂସା କରି ଅଡୁଆରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତାଙ୍କ ଉପରେ ବର୍ଷିଲେ ମରିୟମ ନୱାଜ। ପାକିସ୍ତାନ ମୁସଲିମ୍‌ ଲିଗ୍‌-ନୱାଜଙ୍କର ଉପାଧ୍ୟକ୍ଷ ମରିୟମ ନୱାଜ କହିଛନ୍ତି କି ଯଦି ତାଙ୍କୁ (ଇମ୍ରାନ ଖାନ) ଭାରତ ଏତେ ପସନ୍ଦ ,ତ ତାଙ୍କୁ ସେଠାକୁ ଚାଲିଯିବା ଉଚିତ୍‌।

କହି ରଖୁଛୁ କି ଭାରତ ସରକାର ଶନିବାର ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କରେ ୮ଟଙ୍କା ପ୍ରତି ଲିଟର ଓ ଡଜେଲ ଉପରେ ୬ଟଙ୍କା ପ୍ରତି ଲିଟରର ହ୍ରାସ କରିଛନ୍ତି। ଏହାସହ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥିଙ୍କୁ ୧୨ଟି ସିଲିଣ୍ଡର ଉପରେ ଗୋଟିଏ ବର୍ଷରେ ୨୦୦ଟଙ୍କା ପ୍ରତି ସିଲିଣ୍ଡର ସବସିଡି ଦେବାକୁ ବି ନିଷ୍ପତ୍ତି କରିଛନ୍ତି।

ଖାନ୍‌ ନିଜର ଟ୍ୱିଟ୍‌ରେ ଏକ ଦକ୍ଷିଣ ଏସିଆ ସୂଚକାଙ୍କ ରିପୋର୍ଟକୁ ଟାଗ୍‌ କରିଛନ୍ତି , ଯେଉଁଥିରେ କୁହାଯାଇଥିଲା କି ରୁଷ୍‌ ଠାରୁ ସବସିଡି୍‌ ଯୁକ୍ତ ତେଲ କିଣିବା ପରେ ଭାରତ ସରକାର ପେଟ୍ରୋଲର ଦାମ୍ ୯.୫ ଟଙ୍କା ପ୍ରତି ଲିଟର ହ୍ରାସ କରି ଦେଇଛନ୍ତି । ଡିଜେଲର ଦାମ୍‌ରେ ମଧ୍ୟ ୭ ଟଙ୍କା ପ୍ରତି ଲିଟରର କମ୍‌ କରାଯାଇଛି ।

ଏହାସହ ଇମ୍ରାନ ଖାନ ଭାରତର ବୈଦେଶିକ ନୀତିକୁ ମଧ୍ୟ ପ୍ରଶଂସା କରିଛନ୍ତି । ତାଙ୍କ ନଜରରେ ଏହା ଏଥିପାଇଁ ସମ୍ଭବ ହୋଇ ପାରିଛି , କାରଣ ଭାରତର ଏକ ସ୍ୱତନ୍ତ୍ର ବୈଦେଶିକ ନୀତି ରହିଛି । ସେ ଆମେରିକାର ଚାପରେ ଆସିନାହିଁ , ବରଂ ରୁଷ୍‌ ଠାରୁ ଶସ୍ତାରେ ତେଲ କିଣିଛି ଏବଂ ପୁଣି ନିଜର ନାଗରିକଙ୍କୁ ରିହାତି ଦେଇଛି ।  

ସମ୍ବନ୍ଧିତ ଖବର