PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

ଭାରତ ଦେଉଛି ସବୁଠାରୁ ଶସ୍ତା ମୋବାଇଲ ଡାଟା ପ୍ଯାକ୍: ବ୍ରିଟିଶ୍ ରିପୋର୍ଟ

source:www.confused.com

ବ୍ରିଟେନରେ ଏକ ତାଜା ଅଧ୍ଯୟନରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଅନୁସାରେ ଭାରତ ବିଶ୍ୱରେ ସବୁଠାରୁ ଶସ୍ତା ମୋବାଇଲ ଡାଟା ପ୍ଯାକ୍ ଦେଉଛି । ଡାଟା ପ୍ୟାକର ଦାମ୍ ତୁଳନା କରୁଥିବା ୱେବସାଇଟ୍ cable.co.ukର ରିପୋର୍ଟ ଅନୁସାରେ ଭାରତରେ ଏକ ଜିବି ଡାଟାର ମୂଲ୍ଯ ୦.୨୬ ଡଲାର ।

ତେବେ ବ୍ରିଟେନରେ ଏହା ୬.୬୬ ଡଲାରରେ ମିଳୁଛି ଏବଂ ଆମେରିକାରେ ଏହା ସବୁଠାରୁ ମହଙ୍ଗା । ଆମେରିକାରେ ଏହା ୧୨.୩୭ ଡଲାରରେ ମିଳୁଛି । ଏହି ରିପୋର୍ଟରେ ବିଶ୍ୱର ୨୩୦ ଦେଶର ମୋବାଇଲ୍ ଡାଟାର ତୁଲନାତ୍ମକ ବିଶ୍ଲେଷଣ କରାଯାଇଛି । ନିଜ ରିସର୍ଚ୍ଚରେ ୱେବସାଇଟ୍ କହିଛି ଯେ ଭାରତରେ ଯୁବଗୋଷ୍ଠୀ ଡିଜିଟାଲ କ୍ଷେତ୍ରରେ ଅଧିକ ଆକ୍ଟିଭ୍ । ଭାରତରେ ସ୍ମାର୍ଟଫୋନର ବହୁଳ ବ୍ୟବହାର ଓ ଲୋକପ୍ରିୟତା ଯୋଗୁଁ ମାର୍କେଟରେ ଡାଟା ପ୍ୟାକ୍ ବହୁତ ଶସ୍ତା ।