ପ୍ରମୂଖ ଖବର
  • ପୁରୀ ଶରଧାବାଲି ଦଳାଚକଟା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
  • ||
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ତୁର୍କୀରେ ହେବନି ଫିଲ୍ମ ସୁଟିଂ...ଭାରତୀୟ ଫିଲ୍ମ ନିର୍ମାତାଙ୍କୁ ଚିଠି ଲେଖିଲା ଏଫ୍‌ଡବ୍ଲ୍ୟୁଆଇସିଇ

Published By : Krishna Priya | May 15, 2025 11:48 AM

ନୂଆଦିଲ୍ଲୀ ୧୫/୦୫: ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ଲଇଜ୍‌(ଏଫ୍‌ଡବ୍ଲ୍ୟୁଆଇସିଇ) ଭାରତୀୟ ଫିଲ୍ମ ନିର୍ମାତାମାନଙ୍କୁ ତୁର୍କୀକୁ ବର୍ଜନ କରିବାକୁ ଅପିଲ କରିଛି । ଏଫ୍‌ଡବ୍ଲ୍ୟୁଆଇସିଇର ମୁଖ୍ୟ ପରାମର୍ଶଦାତା ଅଶୋକ ପଣ୍ଡିତ ଏକ ଚିଠି ଲେଖି ସମସ୍ତ ଭାରତୀୟ ଫିଲ୍ମ ନିର୍ମାତାଙ୍କୁ ତୁର୍କୀକୁ ଫିଲ୍ମ ସୁଟିଂ ଲୋକେସନ୍‌ ଭାବେ ନ ବାଛିବାକୁ ଆହ୍ୱାନ କରିଛନ୍ତି । ଏହି ସମୟରେ ସେ ଭାରତର ଜାତୀୟ ସ୍ୱାର୍ଥକୁ ପ୍ରଭାବିତ କରିବା ମାମଲାରେ ପାକିସ୍ତାନ ପ୍ରତି ତୁର୍କୀର ସମର୍ଥନ ସଂପର୍କରେ ଉଦାହରଣ ଦେଇଥିଲେ । 

ଚିଠିରେ ଦୁବେ କହିଛନ୍ତି, ଦେଶ ପ୍ରଥମେ ବୋଲି ଏଫ୍‌ଡବ୍ଲ୍ୟୁଆଇସିଇ ସବୁବେଳେ ଗୁରୁତ୍ୱ ଦେଇ ଆସିଛି । ନିକଟରେ ଘଟିଥିବା ଘଟଣାକ୍ରମ ଓ ତୁର୍କୀ ଦ୍ୱାରା ପାକିସ୍ତାନକୁ ନିରନ୍ତର ସମର୍ଥନ ଦିଆଯିବା ଆମର ଜାତୀୟ ସୁରକ୍ଷା ନେଇ ଉଦ୍‌ବେଗ ସୃଷ୍ଟି କରିଛି । ଏଭଳି କ୍ଷେତ୍ରରେ ତୁର୍କୀକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଲାଭ ମିଳିବାକୁ ଥିବା କୌଣସି ପ୍ରକାର ପ୍ରୋଜେକ୍ଟରେ ଭାରତୀୟ ଫିଲ୍ମ ଉଦ୍ୟୋଗ ବିନିଯୋଗ କରିବା କିମ୍ବା ସହଭାଗୀ ହେବା ଅନୁଚିତ୍‌ ବୋଲି ସେ କହିଛନ୍ତି । ‘ଦିଲ୍‌ ଧଡକ୍‌ନେ ଦୋ’, ‘ଗୁରୁ’, ‘କୋଡ୍‌ ନେମ: ତ୍ରିରଙ୍ଗା’, ‘ରେସ୍‌-୨’ଭଳି ଅନେକ ଭାରତୀୟ ଫିଲ୍ମ ତୁର୍କୀରେ ସୁଟିଂ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.