PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ପାକିସ୍ତାନ ଫାୟାରିଂର ଜବାବ ଦେଲା ଭାରତ, ଶତ୍ରୁର ୫ ପୋଷ୍ଟ ଧ୍ୱସଂ

source:zeenews.india.com

ଶ୍ରୀନଗର ୨୭/୨: ପାକିସ୍ତାନ ଲଗାତାର ଅସ୍ତ୍ରବିରତି ନିୟମ ଉଲଙ୍ଘନ କରୁଛି । ତେବେ ଏହାର କଡା ଜବାବ ଦେଇଛନ୍ତି ଭାରତୀୟ ସେନା । ଭାରତୀୟ ସେନା ସୀମାରେ ପାକିସ୍ତାନକୁ କଡା ଜବାବ ଦେଇ ୫ ପୋଷ୍ଟ ଧ୍ୱସଂ କରିଦେଇଛନ୍ତି । ଏଥିରେ ଅନେକ ପାକିସ୍ତାନୀ ସୈନିକ ଆହତ ହୋଇଛନ୍ତି ।

ଜଣେ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ଜମ୍ମୁ କଶ୍ମୀରରେ ସୀମାରେ ୧୨ରୁ ୧୫ ପୋଷ୍ଟରୁ ପାକିସ୍ତାନ ଲଗାତାର ଫାୟାରିଂ କରୁଛି । ପାକ୍ ସେନା ସୀମାରେ ସଟେ ଗାଁର ନାଗରିକଙ୍କୁ କବଚ ରୂପେ ବ୍ଯବହାର କରୁଛି । ପାକ୍ ସେନା ନାଗରିକଙ୍କ ଘରେ ଲୁଚି ରହି ଫାୟାରିଂ କରୁଛି । ଜଣେ ସୁରକ୍ଷା ପିଆରଓ ସୂଚନା ଦେଇଛନ୍ତି, ଭାରତୀୟ ସେନା ଜବାବ ଦେଇଛି । ଏଥିରେ ପାକିସ୍ତାନର ୫ଟି ପୋଷ୍ଟ ଧ୍ୱସଂ ହୋଇଛି । ପାକିସ୍ତାନର ଅନେକ ସୈନିକ ଆହତ ମଧ୍ଯ ହୋଇଛନ୍ତି ।

ସମ୍ବନ୍ଧିତ ଖବର