PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସଲମାନଙ୍କୁ ନୁହେଁ ବରଂ ଏହି ଖେଳାଳୀଙ୍କୁ ପସନ୍ଦ କରନ୍ତି କ୍ୟାଟ୍ରିନା କୈଫ୍, ଦୁହେଁ ଏବେ…

ଯେକୈାଣସି ବଲିଉଡ୍ ଅଭିନେତ୍ରୀଙ୍କୁ ସେମାନଙ୍କ ପସନ୍ଦ ମୁତାବକ କ୍ରିକେଟରଙ୍କ ସମ୍ପର୍କରେ ପଚରାଗଲେ ସେମାନେ ସର୍ବପ୍ରଥମେ ବିରାଟ କୋହଲି, ରୋହିତ ଶର୍ମା କିମ୍ବା ଧୋନିଙ୍କ ଭଳି ଖେଳାଳୀଙ୍କ ନାଁ ନେଇଥାନ୍ତି। ସେହିଭଳି ଏକ ସାକ୍ଷାତକାରରେ କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ଏହି ସମ୍ପର୍କରେ କିଛି ପ୍ରଶ୍ନ ପଚରାଯାଇଥିଲା ଯେ ତୁମେ କାହାକୁ ବେଶୀ ପସନ୍ଦ କର ବୋଲି ?

ଏବେ ଆପଣ ଭାବୁଥିବେ କି କ୍ୟାଟ୍ରିନା କୈଫ୍ ସଲମାନ୍ ଖାନଙ୍କ ନାଁ ନେଇଥିବେ ନହେଲେ ବିରାଟ କୋହଲିଙ୍କ ନାଁ ନିଶ୍ଚୟ ନେଇଥିବେ। ମାତ୍ର କ୍ୟାଟ୍ରିନା ସେହି ଦୁଇ ଜଣଙ୍କର ନାଁ ନେଇନଥିଲେ।

କ୍ୟାଟ୍ରିନା ଯାହାଙ୍କର ନାଁ ନେଇଥିଲେ ଆପଣ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କ୍ୟାଟ୍ରିନା ତାଙ୍କର ସବୁଠୁ ମନ ପସନ୍ଦ ଖେଳାଳୀ ତଥା ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡଙ୍କ ନାଁ ନେଇଥିଲେ।

କ୍ୟାଟ୍ରିନା ନିଜେ ସ୍ବିକାର କରି କହିଛନ୍ତି ଯେ, ମୋତେ ରାହିଲ ବହୁତ ପସନ୍ଦ ବୋଲି। ସେ ମୋ ପାଇଁ ସବୁବେଳେ ଜଣେ ସାଧାରଣ ମଣିଷ ହୋଇ ରହିବେ। ଆମେ ଦୁହେଁ ଭଲ ସାଙ୍ଗ ହୋଇ ରହିବୁ ବୋଲି ମଧ୍ୟ କ୍ୟାଟ୍ରିନା କହିଛନ୍ତି।