Logo
Ad Banner
E-PAPER | ENGLISH
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମହାନଗର
    ଭୁବନେଶ୍ୱର
    ବ୍ରହ୍ମପୁର
    ପୁରୀ
    ସମ୍ବଲପୁର
    ରାଉରକେଲା
    କଟକ
  • ରାଜନୀତି
  • ପ୍ରମେୟ ଫଟୋ
  • ରାଶିଫଳ
  • ମନୋରଞ୍ଜନ
  • ବିଶେଷ
  • ଜିଲ୍ଲା
    ସମ୍ବଲପୁର
    ମୟୂରଭଞ୍ଜ
    ବାଲେଶ୍ଵର
    ସୁନ୍ଦରଗଡ଼
    ଝାରସୁଗୁଡ଼ା
    ରାୟଗଡ଼ା
    ଭଦ୍ରକ
    ବରଗଡ଼
    ବଲାଙ୍ଗୀର
    ଦେବଗଡ଼
    ନବରଙ୍ଗପୁର
    ଜଗତସିଂହପୁର
    କଟକ
    କନ୍ଧମାଳ
    ଅନୁଗୁଳ
    କଳାହାଣ୍ଡି
    କେନ୍ଦୁଝର
    ଗଜପତି
    କେନ୍ଦ୍ରାପଡ଼ା
    କୋରାପୁଟ
    ଖୋର୍ଦ୍ଧା
    ଗଞ୍ଜାମ
    ଢେଙ୍କାନାଳ
    ନୟାଗଡ଼
    ନୂଆପଡ଼ା
    ପୁରୀ(ଜିଲ୍ଲା)
    ବୌଦ୍ଧ
    ମାଲକାନଗିରି
    ଯାଜପୁର
    ସୁବର୍ଣ୍ଣପୁର
  • ଖେଳ
  • ଅପରାଧ
  • MORE
    ଜୀବନଚର୍ଯ୍ୟା ସମ୍ପାଦକୀୟ ବାଣିଜ୍ୟ
FIFA WORLDCUP
ପ୍ରମେୟ Breaking :
ନୂଆ କୋଚ୍‌ଙ୍କ ସହ ଜିମ୍ୱାୱରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ୨୩ରୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି ସିରିଜ୍   |   କାନାଡ଼ା ଉପରେ ୫୦% ଟାରିଫ୍ ଲଗାଇଲେ ଟ୍ରମ୍ପ, ଦୁଇ ଦେଶ ମଧ୍ୟରେ ବଢିଲା ଉତ୍ତେଜନା   |   ୟୁକ୍ରେନର ଓଡେସା ବନ୍ଦରରେ ଜାହାଜ ଉପରେ ଆକ୍ରମଣ, ୪ ଭାରତୀୟଙ୍କ ମୃତ୍ୟୁ, ଜଣେ ଗୁରୁତର   |   ସିକ୍କିମ ଭୂସ୍ଖଳନରେ ୭ ଜଣଙ୍କର ମୃତ୍ୟୁ, ମିଥେନ ବ୍ଲାଷ୍ଟ ପରେ ସୁଡ଼ଙ୍ଗରେ ଫସିଥିଲେ ୨୭ ଶ୍ରମିକ   |   ଆସନ୍ତା ୨୨ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପ ସମ୍ଭାବନା, ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ   |   ଅନୁଗୋଳ ପାଲଲହଡ଼ାରେ ଓଲଟିଲା OSRTC ବସ୍, ୩୦ ଯାତ୍ରୀ ଆହତ, ଜଣେ ଗୁରୁତର   |   ଶରଧାବାଲିରେ ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜି ଦକ୍ଷିଣ ମୋଡ ହେବେ ତିନି ରଥ   |  

T20
T20
T20
T20
Rath Yatra Rath Yatra
ଘୋଷ ଯାତ୍ରା
  1. Home
  2. ଜାତୀୟ
  3. ଇସ୍ରୋର PSLV-C62 ମିଶନ୍ ଫେଲ୍‌, ଅର୍ବିଟ ପୂର୍ବରୁ ମହାକାଶରେ ହଜିଗଲା ସାଟେଲାଇଟ୍ 'ଅନ୍ୱେଷା'

ଇସ୍ରୋର PSLV-C62 ମିଶନ୍ ଫେଲ୍‌, ଅର୍ବିଟ ପୂର୍ବରୁ ମହାକାଶରେ ହଜିଗଲା ସାଟେଲାଇଟ୍ 'ଅନ୍ୱେଷା'

ବର୍ଷ ଆରମ୍ଭରୁ ଇସ୍ରୋର PSLV-C62 ମିଶନ୍ ବିଫଳ ହୋଇଛି । କକ୍ଷପଥରେ ମୁତୟନ ହୋଇପାରିଲା ନାହିଁ ସାଟେଲାଇଟ୍ 'ଅନ୍ୱେଷା' । ଅର୍ବିଟ ପୂର୍ବରୁ ମହାକାଶରେ ଗାଏବ ହୋଇଗଲା ସାଟେଲାଇଟ । ଅଧିକ ପଢନ୍ତୁ...
Share Tweet Share
Published By : Ankita - Prameya Bureau | January 12, 2026 11:30 AM
ISRO PSLV-C62 mission fail
ନୂଆଦିଲ୍ଲୀ,୧୨/୦୧: ସୀମାରେ ଶତ୍ରୁର ଗତି ବିଧି ଉପରେ ଟିକ୍‌ନିକ୍ ନଜର ରଖିବାକୁ ବଡ଼ ମିଶନ ଆରମ୍ଭ କରିଥିଲା ଇସ୍ରୋ । ଆନ୍ଧ୍ରର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ ହୋଇଥିଲା ପିଏସ୍ଏଲ୍‌ଭି-ସି୬୨ ରକେଟ୍ । ବର୍ଷ ଆରମ୍ଭରୁ ଇସ୍ରୋର PSLV-C62 ମିଶନ୍ ବିଫଳ ହୋଇଛି । କକ୍ଷପଥରେ ମୁତୟନ ହୋଇପାରିଲା ନାହିଁ ସାଟେଲାଇଟ୍ 'ଅନ୍ୱେଷା' । ଅର୍ବିଟ ପୂର୍ବରୁ ଦିଗ ବଦଳାଇ ମହାକାଶରେ ଗାଏବ ହୋଇଗଲା ସାଟେଲାଇଟ । ଶେଷ ପର୍ଯ୍ୟାୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ କକ୍ଷପଥରେ ପହଞ୍ଚି ପାରିଲାନି ସାଟେଲାଇଟ୍ 'ଅନ୍ୱେଷା' । କେଉଁଠି ତ୍ରୁଟି ରହିଲା ତାର ବିଶ୍ଲେଷଣ ଚାଲିଥିବା ଏକ୍ସରେ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ।

ଏହି ମିଶନର ମୁଖ୍ୟ ପେ-ଲୋଡ୍ ହେଉଛି ଡିଆର୍ଡିଓ ଦ୍ୱାରା ବିକଶିତ ‘ଇଓଏସ୍-ଏନ୍୧ (ଅନ୍ୱେଷା)’ ସାଟେଲାଇଟ୍ । ଏହା ‘ଦିବ୍ୟ ଦୃଷ୍ଟି’ ବା ହାଇପରସ୍ପେକ୍ଟ୍ରାଲ୍ ଇମେଜିଂ ସାଟେଲାଇଟ୍ ଭାବେ ଜଣାଯାଏ । ବର୍ଷର ପ୍ରଥମ ଉପଗ୍ରହ ଉତକ୍ଷେପଣ କରିଥିଲା ଇସ୍ରୋ । ହେଲେ ଏଥିରେ ବିଫଳ ହୋଇଛି ଗବେଷଣା ପ୍ରତିଷ୍ଠାନ । ପ୍ରଥମ କକ୍ଷପଥ ମିଶନ୍ ସଫଳତାର ସର ଉତ୍‌କ୍ଷେପଣ ହୋଇଥିଲା । ହେଲେ  ଉପଗ୍ରହଟି ସଫଳତାର ସହ ଉତ୍‌କ୍ଷେପଣ ହୋଇପାରି ନାହିଁ । ରାସ୍ତା ବାଟବଣା ହୋଇଥିଲା ସାଟେଲାଇଟ୍ ଅନ୍ୱେଷା । ତୃତୀୟ ଅର୍ଥାତ ଶେଷ୍ ପର୍ଯ୍ୟାୟରେ ଯାନ୍ତ୍ରିକ ତ୍ରୁଟି ପାଇଁ ବିଫଳ ହୋଇଛି ମିଶନ୍ । ତ୍ରୁଟିର ବିଶ୍ଳେଷଣ ଚାଲିଛି । ପରବର୍ତ୍ତୀ ସମୟରେ ଅପଡେଟ ଦିଆଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

The PSLV-C62 mission encountered an anomaly during end of the PS3 stage. A detailed analysis has been initiated., says Indian Space Research Organisation-ISRO. https://t.co/CvHRUVfVQW pic.twitter.com/G56lMEDQ3X

— ANI (@ANI) January 12, 2026
ଏସ୍‌ଏଲ୍‌ଭି-ସି୬୨ ହେଉଛି ପିଏସ୍‌ଏଲ୍‌ଭି ରକେଟ୍‌ର ୬୪ତମ ପ୍ରକ୍ଷେପଣ । ପିଏସ୍‌ଏଲ୍‌ଭି-ଡିଏଲ୍‌ ଭାରିଆଣ୍ଟର ପଞ୍ଚମ ଉଡ଼ାଣ । ଏହି ମିଶନ ସନ୍‌ ସିଙ୍କ୍ରୋନସ୍‌ ଅର୍ବିଟ୍‌ (ଏସ୍‌ଏସ୍‌ଓ) ରେ ଉପଗ୍ରହଗୁଡ଼ିକୁ ମୁତୟନ କରିବାର ଥିଲା । ଏଠାରେ ଇଓଏସ୍‌-ଏନ୍‌୧ ଏବଂ ଅନ୍ୟ ୧୪ ଉପଗ୍ରହ ରଖାଯାଇଥିଲା । ଗୋଟିଏ କେଆଇଡି କ୍ୟାପ୍‌ସୁଲ୍‌କୁ ରିଏଣ୍ଟ୍ରି ଟ୍ରାଜେକ୍ଟୋରିରେ ପଠାଯାଇଥିଲା । ଉପଗ୍ରହ କେବଳ ଜଳବାୟୁ ସ୍ଥିତି ଉପରେ ନଜର ରଖିନଥାନ୍ତା ବରଂ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତର କ୍ଷମତାକୁ ମଜଭୁତ କରିଥାନ୍ତା । ଏହାଦ୍ୱାରା ପାକିସ୍ତାନୀ ଆତଙ୍କବାଦୀଙ୍କ ଲୁଚିବା ଉଦ୍ୟମ ଏବଂ ଏଲ୍‌ଏସିରେ ଚୀନ୍‌ର ଚାଲ୍‌ଗୁଡ଼ିକ କୌଣସି ମତେ ଫଳପ୍ରଦ ହୋଇନଥାନ୍ତା  ।​​​​​​​
Tags: PrameyaOdia DRDO
Prameya QR

Prameya E-paper

କଟକ
  • loot
    Temple Loot: ତିନି ଦିନରେ ଚାରି ମନ୍ଦିରରୁ ଚୋରି ଘଟଣାର ପର୍ଦାଫାସ୍, ବନ୍‌ଜାରା ଗ୍ୟାଙ୍ଗ୍‌ର ୪ ଗିରଫ, ୩୦ଲକ୍ଷ ଟଙ୍କାର ଅଳଙ୍କାର ସହ ୨୭ହଜାର ଜବତ July 21, 2026
  • Vegetable Price
    Vegetable Price Hike: ବର୍ଷା ପ୍ରଭାବରେ ପରିବା ବଜାରରେ ଦର ଆକାଶଛୁଆଁ, ଓଡ଼ିଶା ମାର୍କେଟରେ ନାହିଁ, ରାଜ୍ୟ ବାହାର ପରିବା ଭରସା July 21, 2026
  • scb fire
    SCB Fire Tragedy: କଟକ ବଡ଼ ଡାକ୍ତରଖାନା ଅଗ୍ନିକାଣ୍ଡ ମାମଲା, ନ୍ୟାୟିକ କମିସନଙ୍କ କାର୍ଯ୍ୟକାଳ ଦୁଇ ମାସ ବୃଦ୍ଧି July 19, 2026
  • kangaroo court
    କଟକରେ କଙ୍ଗାରୁ କୋର୍ଟ ମାମଲା: ତିନି ନାବାଳକଙ୍କୁ ଉଲଗ୍ନ କରି ମାଡ଼ ମାରିବା ଅଭିଯୋଗ, ଜଣେ ଗିରଫ, ୩ ଅଭିଯୁକ୍ତ ଚିହ୍ନଟ July 18, 2026
ବାଲେଶ୍ଵର
  • crime
    ସ୍ତ୍ରୀ ଜନ୍ମଦିନରେ ସ୍ୱାମୀଙ୍କ ମୃତ୍ୟୁ ଘଟଣା: ସୁଇସାଇଡ୍‌ ନୋଟ୍‌କୁ ନେଇ ସନ୍ଦେହଜନକ ମୃତ୍ୟୁ ରହସ୍ୟ ଜଟିଳ, ସିସିଟିଭିରେ କଏଦ ମହିଳା ଦୁଇ ଜଣ କିଏ ? July 21, 2026
  • mudrer
    ସ୍ତ୍ରୀ ଜନ୍ମଦିନରେ ସ୍ୱାମୀଙ୍କ ମୃତ୍ୟୁ ସସ୍‌ପେନ୍ସ: ସୁଇସାଇଡ୍‌ ନୋଟ୍‌ରୁ ଖିଅ ଖୋଜୁଛି ପୁଲିସ, ପତ୍ନୀ ଓ ପୁରୁଷ ବନ୍ଧୁଙ୍କ ସମେତ ୮ ଜଣଙ୍କୁ ଜେରା July 20, 2026
  • nilagiri
    Lightning strike : ଶୋଇଥିବା ବେଳେ ମୁଣ୍ଡରେ ପଡ଼ିଲା ଚଡ଼କ, ବଜ୍ରାଘାତରେ ଗୋଟିଏ ପରିବାରର ୭ ଗୁରୁତର, ଜଣେ ଆହତ July 20, 2026
  • murder
    ସ୍ତ୍ରୀ ଜନ୍ମଦିନରେ ସ୍ୱାମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ପକ୍ଷାଘାତରେ ପୀଡ଼ିତ ବାପା- ମା'ଙ୍କ ଆଖିରୁ ଶୁଖୁନି ଲୁହ, ପତ୍ନୀ ପାଇଁ ଦେଢ଼ କୋଟିର ଜାଗା କିଣିଥିଲେ ରଶ୍ମି July 19, 2026

News

  • News7 Odia
  • Prameya-ePaper
  • Prameya-English

Quick Links

  • Contact Us
  • Privacy Policy
  • Terms of Usage

Important Links

  • Train Ticket
  • Get Aadhar
  • Odisha Redcross
  • Police Commissionerate
  • Health Department
  • OSRTC
  • Electric Vehicle Subsidy Apply
Footer Banner
Download on Play Store
  • News7 Odia
  • Prameya
    (ePaper, Odia, English)
Download on App Store
  • News7 Odia
  • Prameya
    (ePaper, Odia, English)
Barcode

www.prameya.com

Copyright © 2025 - Summa Real Media Private Limited. All Rights Reserved.