ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଖଣ୍ଡଗିରି ଯାତ୍ରାକୁ ଆଇଟମ୍ ଗାର୍ଲ ମନା, ନାଚିପାରିବେନି ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ

Published By : Gurupada Nath | January 14, 2025 6:15 PM

ଭୁବନେଶ୍ବର,୧୪/୧ : ଖଣ୍ଡଗିରିରେ ନାଚି ପାରିବେନି ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ । ବାହାର ଆଇଟମ ଡ୍ୟାନସରଙ୍କୁ ମନା ଖଣ୍ଡଗିରି। ଯାତ୍ରା କମିଟି ଏହି ନିଷ୍ପତି ନେଇଛି । ଆଜି ଖଣ୍ଡଗିରି ଥାନାରେ ପୋଲିସ ସହ ବୈଠକ ପରେ ଏଭଳି ନିଷ୍ପତି ନିଆଯାଇଛି । 

ଥାନା ପକ୍ଷରୁ ଯାତ୍ରା କମିଟିକୁ ମଧ୍ୟ ସିଧାସିଧା ମନା କରାଯାଇଛି ବାହାର ଆଇଟମ ଡ୍ୟାନସରଙ୍କୁ । ଆସନ୍ତା ୬ତାରିଖରୁ ୧୭ତାରିଖ ଯାଏଁ ଚାଲିବ ଯାତ୍ରା ମହାସମର। ଯାତ୍ରା ପାଇଁ ଆସନ୍ତାକାଲି ଏ ନେଇ ସ୍ଵତନ୍ତ୍ର କମିଟି ଗଠନ କରାଯିବ ।  ଏହି କୁମ୍ଭ ମେଳାରେ ୧୩ଟି ଅପେରା ସେମାନଙ୍କ ନାଟକ ସୋ କରିବେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.