PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ପୁଣି ଆରମ୍ଭ ହେଲା ବୈଷ୍ଣୌ ଦେବୀ ଯାତ୍ରା, ଭାରି ବର୍ଷାରୁ ଅଚାନକ ଆସିଥିବା ବନ୍ୟା କାରଣରୁ ଅଟକିଥିଲା  

ଜମ୍ମୁ,୨୦/୮ : ଜମ୍ମୁ-କଶ୍ମୀରରେ ଭାରି ବର୍ଷା ପରେ ଅଚାନକ ଆସିଥିବା ବନ୍ୟା କାରଣରୁ ରୋକାଯାଇଥିବା ବୈଷ୍ଣୌ ଦେବୀ ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି । ମାତା ବୈଷ୍ଣୌ ଦେବୀ ତୀର୍ଥ ଲାଗି ତୀର୍ଥଯାତ୍ରୀଙ୍କ ଯାତାୟତ ଶନିବାର ଠାରୁ ପୁଣି ଥରେ ଆରମ୍ଭ ହୋଇଛି । ଭାରି ବର୍ଷା କାରଣରୁ ଅଚାନକ ଆସିଥିବା ବନ୍ୟା କାରଣରୁ ବୈଷ୍ଣୌ ଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ରୋକାଯାଇଥିଲା । ଶ୍ରୀ ମାତା ବୈଷ୍ଣୌ ଦେବୀ ଶ୍ରାଇନ ବୋର୍ଡର ସିଇଓ ଅଂଶୁଳ ଗର୍ଗ କହିଛନ୍ତି କି, କୌଣସି ଆହତ କିମ୍ବା କ୍ଷୟକ୍ଷତି ହୋଇନାହିଁ । ସ୍ଥିତି ନିୟନ୍ତ୍ରଣରେ ରହିଛି ।

ନ୍ୟୁଜ୍ ଏଜେନ୍ସି ଏଏନଆଇର ସୂଚନା ମୁତାବକ ଧର୍ମସ୍ଥଳ ବୋର୍ଡ କହିଛନ୍ତି କି ଭାରି ବର୍ଷାକୁ ଦେଖି କଟରାରୁ ବୈଷ୍ଣୌ ଦେବୀ ଯିବାକୁ ଥିବା ତ୍ରୀର୍ଥଯାତ୍ରୀଙ୍କୁ ରୋକାଯାଇଥିଲା ।

ସମ୍ବନ୍ଧିତ ଖବର