ଭୁବନେଶ୍ବର,୧୩/୩ : ବିଜେପିରୁ ପୁଣି ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ । ପୂର୍ବତନ ବାଲେଶ୍ବର ବିଧାୟକ ଥିଲେ ଜୀବନ ପ୍ରଦୀପ । ପୂର୍ବରୁ ଥରେ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ । ପରେ ପୁଣି ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଜୀବନ ପ୍ରଦୀପ ।