PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଟ୍ରେନରେ କଟି ବନ କର୍ମଚାରୀଙ୍କ ମୃତ୍ୟୁ, କିଛି ଦୂରରେ ମିଳିଲା ବାଇକ୍

ଅନୁଗୁଳ ୨୪/୧୧: ଅନୁଗୁଳ ଚଣ୍ଡିବଜାର ନିକଟସ୍ଥ ଟ୍ରେନ ଲାଇନ୍ ଉପରେ ଜଣଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତବ୍ୟକ୍ତି ଜଣଙ୍କ ହେଲେ ବାବୁଲି ବେହେରା। ତାଙ୍କର ବୟସ ସେହି ପାଖାପାଖି ୩୨ ହେବ ବୋଲି ଜଣାପଡିଛି। ସେ ବନ ବିଭାଗର ଚାକିରି କରୁଥିବା ବେଳେ ଫରେଷ୍ଟ କଲୋନିରେ ରହୁଥିବା ଜଣାପଡିଛି। ଘଟଣ ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ କିଛି ଦୂରରେ ତାଙ୍କ ବାଇକ ରହିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।