ଅନୁଗୁଳ ୨୪/୧୧: ଅନୁଗୁଳ ଚଣ୍ଡିବଜାର ନିକଟସ୍ଥ ଟ୍ରେନ ଲାଇନ୍ ଉପରେ ଜଣଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତବ୍ୟକ୍ତି ଜଣଙ୍କ ହେଲେ ବାବୁଲି ବେହେରା। ତାଙ୍କର ବୟସ ସେହି ପାଖାପାଖି ୩୨ ହେବ ବୋଲି ଜଣାପଡିଛି। ସେ ବନ ବିଭାଗର ଚାକିରି କରୁଥିବା ବେଳେ ଫରେଷ୍ଟ କଲୋନିରେ ରହୁଥିବା ଜଣାପଡିଛି। ଘଟଣ ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ କିଛି ଦୂରରେ ତାଙ୍କ ବାଇକ ରହିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...