PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ରିଲିଜ୍ ହେଲା ’ଜୁଗ ଜୁଗ ଜିୟୋ’ର ଟ୍ରେଲର, ଜାଣନ୍ତୁ କେବେ ଆସିବ ଫିଲ୍ମ

ନୂଆଦିଲ୍ଲୀ,୨୨/୫ : ବରୁଣ ଧାଓ୍ବନ, କିୟାରା ଆଡଓ୍ବାଣୀ, ଅନୀଲ କପୁର, ନୀତୁ କପୁର ଏବଂ ମନୀଷ ପାଲ ଷ୍ଟାର କାଷ୍ଟର ଫିଲ୍ମ ’ ଜୁଗ ଜୁଗ ଜିୟୋ’ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମ ଏକ ଫ୍ୟାମିଲି ଡ୍ରାମାକୁ ନେଇ ହୋଇଥିବାବେଳେ କମେଡ଼ିର ଭରପୁର ଛୁଙ୍କ ରହିଛି । ପାଖାପାଖି ୨ମିନିଟ ୫୬ସେକେଣ୍ଡର ଏହି ଟ୍ରେଲରରେ ଫ୍ୟାମିଲିର କେତେକ ରଙ୍ଗ ଦେଖିବାକୁ ମିଳିଛି ।

ଏହି ଫିଲ୍ମରେ ବିବାହିତ ଦମ୍ପତ୍ତିଙ୍କ ଜିବନୀ ଏବଂ ତାଙ୍କ ସାମ୍ନାକୁ ଆସୁଥିବା ଭିନ୍ନ ଚ୍ୟାଲେଞ୍ଜକୁ ଦେଖାଯାଇଛି । ଏଥିରେ କିୟାରା ଏବଂ ବରୁଣ ସ୍ବାମୀ ସ୍ତ୍ରୀ ଭୂମିକାରେ ନଜର ଆସିବେ । ଯିଏକି କିଛି ଦିନ ପରେ ତଲାକ୍ ନେବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କ ବାପା ମା’ ଭୂମିକାରେ ଅଭିନୟ କରୁଥିବା ଅନୀଲ କପୁର ଓ ନୀତୁଙ୍କୁ ସେ କହି ପାରୁନାହାନ୍ତି ।

ଫିଲ୍ମର ନିର୍ଦ୍ଦେଶନାରେ ଅଛନ୍ତି ରାଜ ମୋହତା । ଫିଲ୍ମ ୨୪ଜୁନରେ ହଲରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି ।  ଧର୍ମା ପ୍ରଡକ୍ସନ ବ୍ୟାନରରେ ଏହି ଫିଲ୍ମ ନିର୍ମିତ ହୋଇଛି । ଅଭିନୟରେ ବରୁଣ ଧାଓ୍ବନ, କିୟାର ଆଡଓ୍ବାଣୀ, ନୀତୁ କପୁର, ଅନୀଲ କପୁର, ମନୀଷ ପାଲ, ପ୍ରତିଷ୍ଠିତ ୟୁଟ୍ୟୁବର ପ୍ରଜକ୍ତା କୋଲି ଫିଲ୍ମରେ ନଜର ଆସିବେ।

ସମ୍ବନ୍ଧିତ ଖବର