ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

କାଚା ବାଦାମ ଫେମ୍ ଭୁବନ ବାଦ୍ୟକର ପୁଣି କଲେ ବିବାହ, ଭାଇରାଲ୍ ହେଉଛି ଭିଡିଓ

ନୂଆଦିଲ୍ଲୀ ୨୭/୦୫: କାଚା ବାଦାମ ଫେମ୍ ଭୁବନ ବାଦ୍ୟକର ପୁଣି ଥରେ ବିବାହ କରିଛନ୍ତି। ଏହା ରିଅଲ୍ ଲାଇଫ୍‌ରେ ନୁହେଁ ବରଂ ରିଲ୍ ଲାଇଫରେ ଘଟିଛି। ଭୁବନଙ୍କ ନୂଆ ଗୀତ 'ହୋବ ନାକି ବୁ' ଟାଇମ୍ସ ମ୍ୟୁଜିକ୍ ବଙ୍ଗଳାରେ ରିଲିଜ୍ ହୋଇଛି। ଏହା ଏକ ଡ୍ୟାନ୍ସ ନମ୍ବର। ଏହାକୁ ଭୁବନ ବାଦ୍ୟକର ଏବଂ କେଶବ ଦେ ଗାଇଛନ୍ତି। ମ୍ୟୁଜିକ୍ ଭିଡିଓରେ ଅଭିନେତ୍ରୀ ପାୟଲ ମୁଖାର୍ଜୀ ଅଛନ୍ତି ଏବଂ ତାଙ୍କୁ ଭୁବନ ଓ କେଶବଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି। ମ୍ୟୁଜିକ୍ ଭିଡିଓରେ ଭୁବନ ପୁଣି ବିବାହ କରିଛନ୍ତି। ତାଙ୍କ ପତ୍ନୀ ଅଡୁରୀ ମଧ୍ୟ ଏହି ଭିଡିଓର ନଜର ଆସିଛନ୍ତି।

wp:html /wp:html

ଭୁବନ କହିଛନ୍ତି, ‘ମୋର ନୂଆ ମ୍ୟୁଜିକ୍ ଭିଡିଓକୁ ନେଇ ମୁଁ ବହୁତ ଉତ୍ସାହିତ । ମୋତେ ଗୀତ ଗାଇବା ଏବଂ ମ୍ୟୁଜିକ୍ ଭିଡିଓ ସୁଟିଂ କରିବାର ଅନୁଭବ ବହୁତ ଭଲ ଲାଗିଲା। ମୁଁ ଆଶା କରୁଛି ଦର୍ଶକ ଏହାକୁ ପସନ୍ଦ କରିବେ।’ କେଶବ ଦେ କହିଛନ୍ତି, 'ଗୀତଟି ବହୁତ ଭଲ ହୋଇଛି, ଏବଂ ମୋତେ ଭୁବନ ବାଦକଙ୍କୁ ଗୀତର କିଛି ଅଂଶକୁ ର୍ୟାପ୍ କରୁଥିବାର ଦେଖି ବହୁତ ଭଲ ଲାଗିଲା। ଶୁଟିଂ ଅଭିଜ୍ଞତା ବହୁତ ଭଲ ଥିଲା। ଭିଡିଓରେ ଭୁବନ ପୁଣି ବିବାହ କରୁଛନ୍ତି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.