PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ନିଆରା ଢଙ୍ଗରେ ସ୍ୱାଧିନତା ଦିବସ ପାଳନ କଲେ ସୈଫ୍ ଅଲୀ ଖାନ, ଭିଡିଓ ସେୟାର କରି ଦେଖାଇଲେ କରୀନା

ମୁମ୍ବାଇ ୧୬/୦୮: ବଲିଉଡ୍ ସୁନ୍ଦରୀ କରୀନା କପୁର ଖାନ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ସେ ପ୍ରାୟତଃ ନିଜ ତଥା ପରିବାର ସହ ଜଡିତ ଆକର୍ଷଣୀୟ ଫଟୋ ଏବଂ ଭିଡିଓ ଫ୍ୟାନ୍ସଙ୍କ ସହ ସେୟାର କରିଥା’ନ୍ତି।  ବର୍ତ୍ତମାନ ଅଭୁନେତ୍ରୀ ତାଙ୍କ ସ୍ୱାମୀ ସୈଫ ଅଲ୍ଲୀ ଖାନ ଏବଂ ପୁଅ ତୈମୁରଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ରିସାଇକଲ୍ଡ ପେପର ସହିତ ରକ୍ ବ୍ୟାଣ୍ଡ୍ ଷ୍ଟେଡ୍ ତିଆରି କରୁଥିବା ଦେଖାଯାଇଛି।

କରୀନା ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସୈଫ୍ ତୈମୁର ଏକ କାର୍ଡବୋର୍ଡ ବାକ୍ସ ଏବଂ ଲେଗୋ ବ୍ୟବହାର କରି ରକ୍ ବ୍ୟାଣ୍ଡ ଷ୍ଟେଜ୍ ନିର୍ମାଣ କରୁଛନ୍ତି। ସେ ଭିଡିଓ ସହିତ କ୍ୟାପ୍ସନ୍ ଲେଖିଛନ୍ତି, “ଏହି ହ୍ୟାସଟ୍ୟାଗ୍-ସ୍ୱାଧୀନତା ଦିବସ, ଆମେ ତିଆରି କରିବାକୁ ଚେଷ୍ଟା କରିଛୁ … ଏବଂ ନିର୍ମାଣ ଆମେ କରିଛୁ। ଟିମ୍‌ର ପ୍ରଥମ ରକ୍ ବ୍ୟାଣ୍ଡ୍ ମଞ୍ଚ, ରିସାଇକଲ୍ଡ କାଗଜରେ ପ୍ରସ୍ତୁତ। ପୁନଃ ବ୍ୟବହାର, ପୁନଃ ବ୍ୟବହାର…ହ୍ୟାସଟ୍ୟାଗ୍-ଫ୍ୟାମିଲିଟାଇମ୍ ହ୍ୟାସଟ୍ୟାଗ୍।